କଟକ, ୧୧/୦୬/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଆୟତପୁର ପଞ୍ଚାୟତ ବ୍ରାହ୍ମଣଵାଡ ଗ୍ରାମର ଯୁବସମାଜସେବୀ ସ୍ୱର୍ଗତ ଅଶୋକ କୁମାର ଜେନା(ଇଲା)ଙ୍କ ଶୋକସଭା ସହ ମହମବତୀ ଶୋଭାଯାତ୍ରା ପାଳିତ ହୋଇଯାଇଛି । ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଶୋକ ବ୍ୟକ୍ତ କରିବାସହ ଏହି ଶୋକସଭାରେ ସ୍ୱର୍ଗତ ଅଶୋକଙ୍କ ଜ୍ୟାଷ୍ଠ ଭ୍ରାତା ସମାଜସେବୀ ଲାଷ୍ମୀଧର ଜେନା,ଦିଲ୍ଲୀପ ଜେନା,ସ୍ବରୂପ ଜେନା, ତାପଶ ଜେନା, ସଂଜୟ ଲେଙ୍କା, ସାଗର ବିଶୋଇ,ଅସିତ ଜେନା, ଗୁଣଧର ଜେନା,ପବିତ୍ର ଜେନା, ପରେଶ ଭୂୟାଁ, ଅଭିଷେକ ଜେନା, ମଦନ ମୋହନ ଜେନା,ସାଇ ନଗେଶ୍ୱର ଜେନା,ଦେବୀ ପ୍ରସାଦ ପତି,ସଂଜୟ ସାହୁ,ନିରଂଜନ ରାଉଳ,ସନ୍ତୋଷ ଭୋଇ,ଚକ୍ରବର୍ତ୍ତୀ ଓତା,ନାଟ୍ୟକାର ଅଶୋକ ପଟ୍ଟନାୟକ,ଅନି ମହାପାତ୍ର,ସୁଦର୍ଶନ ଜେନା,ଆଲୋକ ବସ୍ତିଆ ପ୍ରମୁଖ ଉପସ୍ଥିତ ରହି ସମାଜସେବୀଙ୍କ କରୋନା ସଂକ୍ରମିତ ହୋଇ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ ସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି ।
ଆଉ ନାହାନ୍ତି ଅଶୋକ କୁମାର ଜେନା(ଇଲା) ତାଙ୍କ ସ୍ମୃତି ସଦା ଜୀବନ୍ତ
|
June 11, 2021 |


