Homeସହରକଟକଆଇଏଏସ ବିଜୟ କେତନଙ୍କୁ ଜାମିନ ଆଇଏଏସ ବିଜୟ କେତନଙ୍କୁ ଜାମିନ Sandhan News | February 3, 2020 | Spread the love ଭୁବନେଶ୍ଵର, ୩/୨/୨୦ (ସନ୍ଧାନ ନିଉଜ) : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି। Related Posts ଯୁବ ବାହିନୀ ପକ୍ଷରୁ ବିଧାୟକଙ୍କୁ ଅଭିନନ୍ଦନ January 8, 2020 | Biswajit Parida | ଅଧିକ ପଢନ୍ତୁ ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ January 13, 2021 | 2005lindadavis1989 | ଅଧିକ ପଢନ୍ତୁ ଯାଜପୁର ଜିଲା ଶିକ୍ଷା ଅଧିକାରୀ ଭାବେ ରଞ୍ଜନ ଗିରି ଯୋଗଦେଲେ August 30, 2021 | Sandhan News | ଅଧିକ ପଢନ୍ତୁ ବି ପି କାନୁନ୍ଗୋଙ୍କୁ ମିଳିଲା ମୁଦ୍ରାନୀତି ଦାୟିତ୍ବ July 24, 2019 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.