ଯାଜପୁର ସଦର,୨୫ା୦୭ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅରାବଳ ପଂଚାୟତ ଏକ ମଫସଲ ଅଞ୍ଚଳ ହୋଇଥିବା ବେଳେ, ଦୁଃଖର ବିଷୟ ଧର୍ମଶାଳାରେ ଥିବା ସମସ୍ତ କୋଭିଡ-୧୯ ସେଣ୍ଟରରେ ଟିକାକରଣ ହେଉଥିବା ସ୍ଥଳେ କେଉଁ କାରଣରୁ ସମସ୍ତ ଷ୍ଟାଫ ଥାଇ ମଧ୍ୟ ଅରବଳ ପିଏଚ୍ସି ମେଡିକାଲ ଥାଇ ମଧ୍ୟ ଟିକାକରଣ କାର୍ଯ୍ୟ ନହେଉଚି । ସେଥିପାଇଁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଚି । ପୂର୍ବତନ ସରପଂଚ ଗୋବିନ୍ଦ ଚନ୍ଦ୍ର ସାମଲ ଆମ ପ୍ରତିନିଧିଙ୍କୁ ମେଡିକାଲ ସମ୍ପର୍କରେ ସୂଚନା ଦେବା ସହିତ ଏବଂ ଯାଜପୁର ଏଡିଏମ, ଯାଜପୁର ଜିଲ୍ଲାପାଳ ଏବଂ ଅରବାଳ ପଂଚାୟତର ଗ୍ରାମବାସୀ ଓ ଅରାବଳ ପଂଚାୟତ ସରପଂଚ ନିର୍ମଳ ଚନ୍ଦ୍ର ସାମଲ, ପୂର୍ବତନ ସରପଂଚ ବିନୋଦ ବିହାରୀ ସାମଲ, ସମିତି ସଭ୍ୟ ମହେଶ୍ୱର ଭୋଇ ଏ ମେଡିକାଲ ଉପରେ ଦୃଷ୍ଟି ଦେବାଲାଗି ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଗ୍ରାମବାସୀ ମାନେ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।
ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ସେଣ୍ଟର କରାଯିବା ପାଇଁ ଦାବି ହେଉଚି
|
July 25, 2021 |


