ଅଯୋଧ୍ୟା କେସ ପାଇଁ ସୁପ୍ରୀମକୋର୍ଟ ସ୍ଥିର କଲେ ଡେଡଲାଇନ: ୧୮ ଅକ୍ଟୋବରରେ ସମ୍ପୂର୍ଣ୍ଣ ହୋଇପାରେ ଶୁଣାଣି

Spread the love

ନୂଆଦିଲ୍ଲୀ ୧୮/୯ (ସନ୍ଧାନ ନିଉଜ) ଦଶକ ପୁରୁଣା ରାମ ଜନ୍ମଭୂମି ଏବଂ ବାବରୀ ମସ୍ଜିଦ ପ୍ରପର୍ଟୀ ବିବାଦରେ ନିଷ୍ପତି ନଭେମ୍ବର ପୂର୍ବରୁ ଆସିପାରେ। ମାମଲାର ଶୁଣାଣି କରି ସୁପ୍ରୀମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ସଂକେତ ଦେଇଛନ୍ତି।

ଅଯୋଧ୍ୟା କେସ ପାଇଁ ସୁପ୍ରୀମ କୋର୍ଟ ସ୍ଥିର କରିଛନ୍ତି ଡେଡଲାଇନ। ୧୮ ଅକ୍ଟୋବର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରେ ଅଯୋଧ୍ୟା ବିବାଦର ଶୁଣାଣି। ୧୭ ନଭେମ୍ବର ପର୍ଯ୍ୟନ୍ତ ଆସିପାରେ ନିଷ୍ପତି।

Related Posts

About The Author

Add Comment