ଅଭିନନ୍ଦନ: ୱାଘ ବଡ଼ର ପହଁଚିଲେ ବୀର ପାଇଲଟ୍‌ ଅଭିନନ୍ଦନ, ଦେଶରେ ଖୁସିର ମାହଲ

Spread the love

ଓ୍ଵାଘା,୨୯ /୨(ସନ୍ଧାନ ନିଉଜ): ଦୀର୍ଘ ଦୁଇ ଦିନ ହେବ ପାକିସ୍ତାନୀମାନଙ୍କ ଗହଣରେ ରହି ଶେଷରେ ଦେଶକୁ ଫେରିଛନ୍ତି ଭାରତୀୟ ବାୟୁ ସେନାର ବୀର ପାଇଲଟ୍‌ ସ୍କ୍ଵାଡନ୍‌ ଲିଡର୍‌ ଅଭିନନ୍ଦନ ବର୍ତମାନ। ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଅଣାଯାଇ ପଞ୍ଜାବର ଓ୍ଵାଘା ସୀମା ଚେକ୍‌ପୋଷ୍ଟରେ ପହଞ୍ଚାଯାଇଛି। ବର୍ତ୍ତମାନ ଆନୁଷ୍ଠାନିକ ଭାବେ ପାକ୍‌ କର୍ତ୍ତୃପକ୍ଷ ଭାରତକୁ ତାଙ୍କୁ ହସ୍ତାନ୍ତର କିରିବେ। ବୀର ପାଇଲଟ ଅଭିନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ବାୟୁସେନା ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ୍ଵାଘା ସୀମାରେ ଉପସ୍ଥିତ ଅଛନ୍ତି। ଚେନ୍ନାଇରୁ ଆସିଥିବା ତାଙ୍କ ବାପାମାଆ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

Related Posts

About The Author

Add Comment