ଅବଦୁଲ କାଲାମଙ୍କ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

Spread the love

ଚଣ୍ଡିଖୋଲ,ତା.୧୧/୧୦/୨୦୨୦ (ସନ୍ଧାନ ନିଉଜ) -ଭାରତ ବର୍ଷର ପୂର୍ବତନ ରାଷ୍ଟ୍ରପତି ଡ଼ଃ ଏ.ପି.ଜେ ଅବଦୁଲ କାଲାମଙ୍କ ୮୮ତମ ଜୟନ୍ତୀ ଉସôବ ଉପଲକ୍ଷେ “ପ୍ରୟାସ” ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚଣ୍ଡିଖୋଲ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶନିବାର ଚଣ୍ଡିଖୋଲ ଠାରେ ସଭାପତି ଆଶିଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ସାଧାରଣ ସଂପାଦକ ଭାରତ ଭୂଷଣ ପଣ୍ଡା (ଜ୍ଞାନ), ମକରଧ୍ୱଜ ଦାସ, ହେମଶ୍ ଜେନା, ସନ୍ତୋଷ ବିଶ୍ୱାଳ, ଅମିୟ ମହାରଣା, ଭବତୋଷ ବିଶ୍ୱାଳ, ସୁଶାନ୍ତ କୁମାର ନାୟକ, ପ୍ରତାପ ଗୋଚ୍ଛାୟତ, ସୁରେନ୍ଦ୍ରନାଥ ସାମଲ, ବିଶ୍ୱଜିତ୍ ବରାଳ, ବସନ୍ତ ପଲେଇ, ମାନସ ରାଉତ, ଦିଲ୍ଲିପ୍ ସାହୁ, ସାମ୍ବାଦିକ ଶିବରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅବଦୁଲ କାଲାମଙ୍କ ଜୟନ୍ତୀ ଉସôବ ନିରାଡ଼ମ୍ବର ଭାବରେ ଅନୁଷ୍ଠାନ ପକ୍ଷରୁ କିପରି ଭଲ ଭାବରେ ପାଳନ କରାଯିବ ସେ ସଂପର୍କରେ ସାଧାରଣ ସଂପାଦକ ଶ୍ରୀ ପଣ୍ଡା ଆଲୋଚନା କରିଥିଲେ ।

Photo-Old Abdul Kalam Jayanti Observation pic

Related Posts

About The Author

Add Comment