ଅବକାରୀ ବିଭାଗ ପକ୍ଷରୁ ଚଢାଉ

Spread the love

କଟକ, ୦୪.୦୧.୨୦୨୧(ସନ୍ଧାନ ନିଉଜ୍/  ଲିଙ୍ଗରାଜ ପଣ୍ଡା):-କଟକ ନିର୍ଗୁଣ୍ଡି ଟୋଲ ଗେଟ୍‌ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବାକାରୀ ଗୋଇନ୍ଦା ବିଭାଗ। ୩୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ ଓ ଗୋଟିଏ କାର ଜବତ କରାଯାଇଛି । ଗଞ୍ଜେଇ କଟକରୁ ଯାଜପୁର ଚାଲାଣ ହେଉଥିଲା।ଜବତ ଗଂଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ବୋଲି ସ୍ପଷ୍ଟ କରିଛି ଅବକାରୀ ବିଭାଗ ।

Related Posts

About The Author

Add Comment