ଅତି ଭୟଙ୍କର ବାତ୍ୟା: “ୟାସ୍‌” ମାଡ଼ି ଆସୁଛି: ଏବେ ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ, ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ୍‌ କରିବ

Spread the love

ଭୁବନେଶ୍ୱର ୨୫-୫-:(ସନ୍ଧାନ ନିୟୁଜ) ଆଜି ସକାଳ ସାଢ଼େଆଠାଟା ସୁଦ୍ଧା ଆସିଥିବା ସ୍ୟାଟେଲାଇଟ୍ ଫଟୋ ଅନୁଯାୟୀ, ଅତି ଭୟଙ୍କର ବାତ୍ୟା ‘ୟାସ୍’ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ପ୍ରାୟ ୨୮୦ କିଲୋମିଟର ଦୂରରେ ଅଛି। ଆହୁରି ତୀବ୍ର ହେବା ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।୨୬ ମଇ ବୁଧବାର ମଧ୍ୟାହ୍ନରେ ଅତ୍ୟଧିକ ଭୟଙ୍କର ସାମୁଦ୍ରୀକ ଝଡ଼ ଭାବରେ ଲ୍ୟାଣ୍ଡଫଲ କରିବ।

Related Posts

About The Author

Add Comment