ଅଗ୍ନିକାଣ୍ଡ ରେ ଜଳିଗଲା ଲକ୍ଷାଧିକ ଟଙ୍କାର ଚୂନ

Spread the love

ଭଦ୍ରକ,୪/୬ (ସନ୍ଧାନ ନିୟୁଜ): ଭଦ୍ରକ ବାଇପାସ ଆର ଏମ ସି ବଜାର ନିକଟରେ ଥିବା ଚୂନ ଗୋଦାମ ରେ ଅଗ୍ନିକାଣ୍ଡ . ଅଗ୍ନିକାଣ୍ଡ ରେ ଜଳିଗଲା ଲକ୍ଷାଧିକ ଟଙ୍କା ର ଚୂନ. ଆଜି ସକାଳୁ ପ୍ରଥମେ ଗୋଟିଏ ଚୂନ ଗୋଦାମ ରେ ନିଆଁ ଲାଗିଥିଲା , ପରେ ଅନ୍ୟ ଦୁଇଟି ଗୋଦାମ ରେ ନିଆଁ ଲାଗିଯାଇଥିଲା . ଗୋଦାମ ରେ ଥିବା ଚୂନ ସରଞ୍ଜାମ ସବୁ ଜଳି ପୋଡି ଛାରଖାର ହୋଇଯାଇଛି . ପରେ ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି . ଅତ୍ୟଧିକ ଗରମ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା

Report- Ramesh Nayak

Related Posts

About The Author

Add Comment