ଭୁବନେଶ୍ୱର,୩୦/ ୬ (ସନ୍ଧାନ ନିୟୁଜ) ଆଜି ୱାର୍ମିଙ୍ଗହାମରେ ବିଶ୍ୱକପର ୩୮ତମ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଟସ ଜିତି ଇଂଲଣ୍ଡର ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଛି । ଆଜିର ମୁକାବିଲା ଇଂଲଣ୍ଡ ପାଇଁ ମହତ୍ଵପୁର୍ଣ । ଇଂଲଣ୍ଡ ଆଜିର ମ୍ୟାଚରେ ହାରିଗଲେ ସେମି ଫାଇନାଲରୁ ବାହାରି ଯିବ । ଆଜି ଇଂଲଣ୍ଡ ମ୍ୟାଚ ହାରିଗଲେ ସେମିଫାଇନାଲକୁ ଯିବାର କୌଣସି ସମ୍ଭାବନା ନାହିଁ । ଭାରତ ଏବେ ଯାଏଁ ଖେଳିଥିବା ୫ଟି ମ୍ୟାଚରେ ଜିତି ନିଜର ବିଜୟ ରଥ ଜାରି ରଖିଛି । ସବୁ ମ୍ୟାଚ ଜିତି ଭାରତ ୧ ନମ୍ବର ରଙ୍କରେ ଅଛି । ତେବେ ଆଜି ମ୍ୟାଚରେ କେଉଁ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା ।
ଭାରତ – ବିରାଟ କୋହଲି, ଯଶପ୍ରୀତ ବୁମରାହା, ୟୁଜବେନ୍ଦ୍ର ସିଂ ଚହଲ, ଋଷଭ ପନ୍ଥା, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, କେଦାର ଯାଦବ, ଦୀନେଶ କାର୍ତିକ, ଭୁବନେଶ୍ୱର କୁମାର, ହାର୍ଦ୍ଧିକ ପାଣ୍ଡ୍ୟା, ଲୋକେଶ ରାହୁଲ, ମହମ୍ମଦ ସ୍ୱାମୀ, ବିଜୟ ଶଙ୍କର, ରୋହିତ ଶର୍ମା, କୁଲଦୀପ ଯାଦବ
ଇଂଲଣ୍ଡ – ଇୟାନ ମୋର୍ଗନ, ଜେସନ ରାୟ, ଜନି ବେୟସ୍ଟୋ, ଜୋ ଋଟ୍, ବେନ ସ୍ଟୋକ୍ସ, ଜୋସ ବଟଲର, ମୋଇନ ଅଲି, କ୍ରିସ ୱୋକ୍ସ, ଲିୟମ ପ୍ଲଂକେଟ, ଜୋଫ୍ରା ଆର୍ଚର, ଆଦିଲ ରଶିଦ, ଟମ୍ କରନ, ମାର୍କ ୱୁଡ୍, ଜେମ୍ସ ୱିଂସ, ଲିୟ