୮୭ ଟି କୁମ୍ଭୀର ଠାବ

Spread the love

ବାରିପଦା, ୨୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ): – ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରୁ ମୟୁରଭଞ୍ଜ ଜିଲାର ବିଭିନ୍ତେ ମୁଖ୍ୟ ନଦୀ ସମେତ ଶାଖା ନଦୀ ଏକ ରାମତା କୁମାର ପ୍ରକଳନ କେନ୍ଦ୍ରରେ ଚଳିତବର୍ଷ ପାଇଁ ନ ଦିନ ଧରି ହୋଇଥିବା କୁମାର ଗଣନା ଅନୁଯା ମୋଟ ୮୭ କୁମାର ଠାବ ହୋଇଥିବା ଜଣାଯାଇଛି । ଗତବର୍ଷ କୁମ୍ଭୀର ଗଣନା ବେଳେ ୮୧ଟି ଥିବା ବେଳେ ଏଥର ୭କୁ ପଦାହ । ଏହି ଗଣନା ଅନୁଯାୟୀ ଶିମିଳିପାଳ ସାଉଥ ଡିଭିଜନରେ ମୋଟ ୭ଟି, ଶିମିଳିପାଳ ବର୍ଥ ଡିଭିଜନରେ ମୋଟ ୨ଟି, କଳିଆ। ଡିଭିଜନରେ ଗୋଟିଏ ଏବଂ ରାପତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୭ଟି ମଗର ଜାତୀୟ କୁମ୍ଭୀର ରହିଥିବା ଜଣାପଡ଼ିଛି । ମିଳିଥିବା ତଥ୍ୟ ଅନୁଯାୟୀ ସେଥିମଧ୍ୟରୁ ବେଷ୍ଟ ଦେଓ ନଦୀରେ ୬୩ଟି, ଖଇରି ନଦୀରେ ୭ଟି, ଇଷ୍ଟଦେଓ ନଦୀରେ ଟି, ଖତ୍ରକେରରେ ୩ଟି, ବୁଢାବଳଙ୍ଗ ନଦୀରେ ୨ଟି ଏବଂ ଠକଠକିରେ ଗୋଟିଏ ଥିବା ବେଳେ ରାମତୀର୍ଥ ପ୍ରଜନନ କେନ୍ଦ୍ରରେ ୭ଟି କୁମ୍ଭୀର ରହିଛନ୍ତି ।

Related Posts

About The Author

Add Comment