୧୦ ଲିଟର ଦେଶୀମଦ ଓ ବାଇକ ସହ ଅଭିଯୁକ୍ତ ଗିରଫ

Spread the love

ସୁନ୍ଦରଗଡ ତା:୨୦/୮ ୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ ଠିଠେଟାଙ୍ଗର ରୁ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଚଢ଼ାଉ କରି ମଦ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭଯୁକ୍ତଙ୍କ ନାମ ଲକ୍ଷ୍ମଣ ବାଗ ହୋଇଥିବା ବେଳେ ତାଙ୍କୁ ଦେଶୀ ମହୁଲି ମଦ ଚୋରା କାରବାରରେ ଗିରଫ କରାଯାଇଛି । ଅବକାରୀ ବିଭାଗ ତା ନିକଟରୁ ଦେଶୀ ମଦ ସହ ଏକ ବାଇକ (ଓଡ଼ି୧୬ଜି୬୦୮୧) ଜବତ କରାଯାଇଛି । ଅଭିଯୁକ୍ତ ଜଣକ ନିଜ ଗାଡିର ନମ୍ବର ବଦଳାଇ କାମ କରୁଥିବା ଅବକାରୀ ବିଭାଗର ନିରୀକ୍ଷକ ଲକ୍ଷ୍ମଣ ନାଏକ ସୂଚନା ଦେଇଛନ୍ତି । ଦଣ୍ଡ ଅନୁଯାଇ ଓଡିଶା ଏକସାଇଜ ଆକ୍ଟର ୫୨ଏଆଇ ରେ କୋଟ ଚାଲାଣ କରିଛି ।

Related Posts

About The Author

Add Comment