ରାଉରକେଲା ୩/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ରାଉରକେଲା ପୋଲିସ ଜିଲ୍ଳା ଅଞ୍ଚଳର ସେକ୍ଟର-୩ ଥାନା ଅଧିନରେ ଥିବା ଏନଆଇଟି ବେକ ପୋଷ୍ଟରେ ଥିବା ମାର୍କେଟ ଅଞ୍ଚଳରେ ଏକ ବେଆଇନ ହୁକାବାରରେ ପୋଲିସର ବିଶେଷଜ୍ଞଦଳ ଚଢଉ କରିଥିଲେ । ଚଢଉରେ ପୋଲିସକୁ ହୁକା ପିଇବା ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ସାମଗ୍ରୀମାନ ମଧ୍ୟ ଜବତ କରାଯାଇଥିଲା ।ଏଥିମଧ୍ୟରେ ହୁକା ,ମଦ,ନିକୋଟିନ, ନିଶା ବଟିକା ପ୍ରଭୃତି ସାମିଲ ରହିଛି । ହୁକା ବାରରେ ଜଣଙ୍କୁ ମଧ୍ୟ ଅଟକାଇ ରଖାଯାଇଛି । ତେବେ ବଡ ଆଶ୍ଚର୍ଯ୍ୟର ବିଷୟ କି ଯେ, ସିଟି ଡିଏସପିଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିବାବେଳେ ସ୍ଥାନୀୟ ଥାନା ଚଢଉର ଘଟଣାକୁ ଅସ୍ୱୀକାର କରିବା ପୋଲିସ ମଧ୍ୟରେ ସମନ୍ୱୟର ଅଭାବ ଥିବା ଜଣାପଡିବା ସହ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତାଜା ଖବର
- ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ବିଧାୟିକାଙ୍କ ଶୋକ
- ଥାଲକୁଡ଼ି ପୂର୍ତ୍ତ ବିଭାଗ ଡାକବଙ୍ଗଳା ବାଉଁଣ୍ଡରୀ ନିର୍ମାଣରେ ଅନିୟମିତତା ଅଭିଯୋଗ: କାମ ଶେଷ ପୂର୍ବରୁ ଫାଟିଗଲା କାନ୍ଥ, ତଦନ୍ତ ଦାବି
- ବଡ଼ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ କଡାକଡି ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଜାମର ଶିକାର ମଙ୍ଗଳପୁର ବଜାରରେ କେବେ ଦୂର ହେବ ଟ୍ରାଫିକ ସମସ୍ୟା ?
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଶେଷ ଯାତ୍ରାରେ ବି ସମସ୍ୟା, ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି
- ନିମ୍ନ ଲିଙ୍କରେ କ୍ଲିକକରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ କେବେ ହେବେ ନିୟମିତ।
- ବିପଦପୂର୍ଣ୍ଣ ସ୍ଥିତିରେ ରାଜ୍ୟ ରାଜପଥ – ୨୪ ର ଯାତ୍ରୀ ପ୍ରତୀକ୍ଷାଲୟ: ପ୍ରଶାସନର ନିଦ ଭାଙ୍ଗୁଛି କେବେ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ତିହିଡ଼ି ଥାନା ବେଆଇନ ମଦ ଓ କୋଇଲା କାରବାର ରୋକିବାରେ ବିଫଳ କାହିଁକି?



