କଟକ, ୧/୧/୨୦୨୦ (ସନ୍ଧାନ ନିଉଜ) : କଟକ ଜିଲା ନିଆଳି-ଫୁଲନଖରା ରାସ୍ତାର ମଝିଖଣ୍ଡ ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାରଟି ଭାଙ୍ଗି ଯାଇଥିବା ବେଳେ ଟ୍ରକର ଚାଳକକ ଫେରାର ହୋଇ ଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।
ସଡ଼କ ଦୁର୍ଘଟଣା, ୪ ଗୁରୁତର
|
January 1, 2020 |
![](https://sandhannews.com/wp-content/uploads/2020/01/Screenshot_2020_0101_063301.png)