ସାର୍ନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଦାବି

Spread the love

ନୀଳଗିରି, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ଆଦିବାସୀ ସମ୍ପ୍ରଦାୟଙ୍କ ସାର୍ନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଦାବି। ସମ୍ବିଧାନର ଧାରା ୨୫(୧) ଅନୁଯାୟୀ ଏହି ଧର୍ମକୁ ମାନ୍ୟତା ଦେବାକୁ ଦାବି କରିଛନ୍ତି। ୨୦୨୧ ଜନଗଣନାରେ  ସାର୍ନା ଧର୍ମର ସାମ୍ବିଧାନିକ ମାନ୍ୟତା ଦାବି ନେଇ ମଙ୍ଗଳବାର  ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି କମିଟି ପକ୍ଷରୁ ନୀଳଗିରିରେ ଶୋଭାଯାତ୍ରା କରାଯାଇଥିଲା। ଶତାଧିକ ସାର୍ନା ଧର୍ମ ଅବଲମ୍ବୀ ଲୋକମାନେ ଏହି ଧାରଣାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ନୀଳଗିରି  ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ପ୍ରଦାନ କରିଛନ୍ତି।

Related Posts

About The Author

Add Comment