ସାପ କାମୁଡ଼ାରେ ଛାତ୍ରର ମୃତ୍ୟୁ

Spread the love

ମୟୁରଭଞ୍ଜ,୧୬/୯ (ସନ୍ଧାନ ନିୟୁଜ) ମୟୂରଭଞ୍ଜ ସାରସକଣା ବ୍ଲକ ଶାରଗିଡିହି ଗ୍ରାମର ରସାନନ୍ଦ ନାଏକଙ୍କ ପୁଅ ଅମିତ ନାଏକ (୨୦)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ସକାଳେ ଉଠିବା ପରେ ଅମିତର ମୁଣ୍ଡ ବୁଲାଇବାରୁ ତାକୁ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ମାତ୍ର ସେଠାରେ ଅମିତର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ କଟକ ନିଆଯାଇଥିଲେ । ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିଲେ ।

Related Posts

About The Author

Add Comment