ସରକାରୀ ଯୋଜନା ଆମପାଇଁ ଅଭିଶପ୍ତ: ସୁଶାନ୍ତ ଦେହୁରୀ

Spread the love

ଧର୍ମଶାଳା, ୨୩/୯ (ସନ୍ଧାନ ନିୟୁଜ) ଯାଜପୁର ଧର୍ମଶାଳା ବ୍ଲକ ପାଖର ଗ୍ରାମ ପଂଚାୟତ ର ଛେଲିଆପଡା ଗାଁ ର ସୁଶାନ୍ତ ଦେଉରି (35), ଆଜକୁ ତିନି ବର୍ଷ ତଳେ ଚଢ଼େ ଇଧରା ରୁ କାମସାରି ଫେରୁ ଥିବା ବେଳେ ଦୁର୍ଘଟଣାରେ ତାର ଗୋଡ ଭାଙ୍ଗି ଯାଇଥିଲା l କଟକ ବଡ଼ମେଡିକାଲ ଚିକତ୍ସା ହେଉଥିଲା l ଅର୍ଥ ଅଭାବରୁ ଚିକତ୍ସା ଅଭାବରୁ ଘରକୁ ଫେରି ଆସିଥିଲା l ଫଳରେ ଗୋଡ଼ରେ ହୋଇଥିବା ଖିତ ସଂକ୍ରାମିତ ହେଇଥିଲା l ପୁନର୍ବାର ସମାଜସେବୀ ବଳରାମ ଙ୍କ ସାହାଯିଏରେ କଟକ ବଡ ଡାକ୍ତରଖାନା ଯାଇ ଏକ ମାସ ରହି ଗୋଡ଼ କଟାଯାଇଥିଲା l ଫଳରେ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥିଲା l ବର୍ତମାନ ତା ଉପରେ କୁନି କୁନି ପୁଅ, ଦୁଇ ଝିଅ, ଓ ବୃଦ୍ଧ ପିତା ମାତା ନିର୍ଭର କରୁଛନ୍ତି l ତାଙ୍କ ସ୍ତ୍ରୀ ବର୍ତମାନ ଭିକ ମାଗି ପରିବାର ଚଳାଉଛ ନ୍ତି l ଏଅ ପରି ଅବସ୍ଥାରେ ସରକାରଙ୍କର କୌଣସି ସହାୟତା ଏଇ ପରିବାର ପାଖରେ ପହଂଚି ପାରିନାହିଁ l ବାରମ୍ବାର ସରକାର ପାଖକୁ ଦୌଡି ଦୌଡି ଭିର୍ଣ୍ଣ ଖୀମ ର ସ୍ତ୍ରୀ ସପରିବାର ସହ ଆତ୍ମ ହତ୍ୟା କରିବାକୁଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି l ଏପରିକି ବୃଦ୍ଧ ପିତା ମାତା (65)ବର୍ଷ ଅତିକ୍ରମ କଲେ ମଧ୍ୟ ବାର୍ଦ୍ଧକ୍ୟ ଭର୍ତ୍ତା ରୁ ବଞ୍ଚିତ lତେଣୁ ସରକାର ଏହି ପରିବାର ପାଖରେ ପହଂଚି ବା ପାଇଁ ଗ୍ରାମ ବାସୀ ମାନେ ଅନୁରୋଧ କରିଛନ୍ତି l

Report- Narayan Ratha,

Related Posts

About The Author

Add Comment