ସମାଜ ସେବୀକା ଖୁଲଣା ଦାସ ଙ୍କପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ

Spread the love
  • ବଡ଼ଚଣା, ୧୦/୧୦/ସନ୍ଧାନ ନିୟୁଜ୍(ଉମାକାନ୍ତ ବେହେରା),ମଣିଷ ମରିବ ଦିନେ, ଦେବତା ବି ଜନ୍ମହେଲେ ମରେ, ସଫଳ ମଣିଷ ସେହି ଯାହାପାଇଁ ଗୋଡିମାଟି ଝୁରେ।ଜାବତ ଜନମଂ, ତାବତ ମରନଂ।ଜନ୍ମନେଲେ, ମୃତ୍ୟୁ ସମସ୍ତଙ୍କ ଭାଗ୍ୟରେ ଦିନେନା ଦିନେ ଆସେ, କିନ୍ତୁ ସେହି ଲୋକହିଁ ଚିର ଅମର ହୋଇଯାଏ, ଯେ ନିଜେ ଜଳି ଅନ୍ୟକୁ ସତ ପଥରେ, ମୁକ୍ତି ପଥରେ, ଉର୍ଣ୍ଣତି ପଥରେ ପଥିକ ସଜାଏ,ସେ ହିଁ ଅମର ହୁଏ, ଯିଏ ଅନ୍ୟ ଅନ୍ତର ମର୍ମ ବେଦନା, ଭାବନା, ବ୍ୟଥା ବୁଝି ତା ମୁହଁରେ ଟିକେ ହସ ଦେଖି ଚିର ଶାନ୍ତି ଲାଭକରେ।ସେହିଭଳି ଦେଉଳକୁଳ ର ଜଣେ ବ୍ୟକ୍ତିତ୍ୱ ଖୁଲନା ଦାସ, ଶାନ୍ତ, ସରଳ, ସ୍ନିଗ୍ଧ, ଚିର ଉଦାର ମଣିଷ ମହିଳା ମାନଙ୍କୁ ନେଇ ଅନେକ ସମାଜ ସେବୀ ସଂଗଠନ କରି ସମାଜ କଲ୍ୟାଣକାରୀ କାମ କରି ପ୍ରଶଂସାର ପାତ୍ର ହୋଇଥିଲେ ବଡ଼ଚଣା ଯାଦବ ମହାସଭା ତରଫରୁ ଶ୍ରଦ୍ଧାସୁମନ ଜଣାଇଥିଲେ

Related Posts

About The Author

Add Comment