ସବଡେଗା ସାପ୍ତାହିକ ହାଟରେ ଚୋରି,ଥାନାରେ ମାମଲା

Spread the love

ସୁନ୍ଦରଗଡ ତା:୧/୬/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ)ଆଜି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ସାପ୍ତାହିକ ବଜାର ରେ କିଛି ଅଜଣା ଅସାଧୁ ମହିଳା ବଜାରକୁ ସଉଦା କିଣୁଥିବା ସମୟ ରେ କୁକରିଡ଼ିହି ଗ୍ରାମର ଲତା ପ୍ରଧାନ ନାମକ ମହିଳା ଙ୍କ ଧରିଥିବା ପର୍ସ ଚୋରି କରିଥିବା ଜଣା ଯାଇଛି l ପର୍ସ ରେ ନଗଦ 5000ଟଙ୍କା ଓ 2ଟି ଏ ଟି ଏମ କିଛି ଜରୁରୀ କାଗଜ ପତ୍ର ଥିବାର ଜଣାଯାଇଛି lଚୋରି ହେବା ପରେ ମହିଳା ଜଣକ ତଲସରା ଥାନା କୁ ଫୋନ କରି ଥିଲେ l ସାପ୍ତାହିକ ହାତରେ ଥିବା ଲୋକେ ଚୋରି କରୁଥିବା ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଅଟକ ରଖିଥିଲେ ।ତଲସରା ପୋଲିସ ତୁରନ୍ତ ସେଠାକୁ ଯାଇ ଚୋରି କରିଥିବା ମହିଳା ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ।

Related Posts

About The Author

Add Comment