ସୁନ୍ଦରଗଡ ତା:୧୯/୮/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ଅନେକ ସମୟ ଧରି ସବଡେଗା ବ୍ଲକର ସୁନ୍ଦରଗଡ ତା:୧୯/୮/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ଅନେକ ସମୟ ଧରି ସବଡେଗା ବ୍ଲକର ବାଲିସଙ୍କରା ବ୍ଲକରେ ଏକ ନାବାଲକ ଚୋର ଦଳ ସକ୍ରିୟ ହୋଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ । ଅଞ୍ଚଳର ଅନେକ ସ୍ଥାନରୁ ଚୋର କରି ଲୋକଙ୍କୁ ହଇରାଣ କରିବା ସହ ଅସୁବିଧାରେ ପକାଉଥିଲେ । ଏହି ନାବାଳକ ଚୋରମାନଙ୍କୁ ଗିରଫ କରି ତଲସରା ପୋଲିସ ରାଉରକେଲା ବାଳ ସୁଧାର ଗୃହକୁ ସ୍ଥାନାନ୍ତରିତ କରିଛି । ଏହି ଚୋର ଦଳ ଭଣ୍ଡାରୀସଙ୍କରା ଗ୍ରାମର ବୋଲି ସୂଚନା ମିଳିଛି । ଚୋର ଦଳର ୭ଜଣକୁ ପୋଲିସ ଗିରଫ କରିଥିବା ବେଳେ ଚୋର ଦଳର ମୁଖ୍ୟ ଫେରାର ହେବାକୁ ସକ୍ଷମ ହୋଇଥିବା ସୁତ୍ରରୁ ଜଣାପଡିଛି । ଚୋରଦଲଙ୍କ ଠାରୁ ଯମୁନା ମୟାବାହାଲ ସ୍କୁଲରୁ ଚୋରି ହୋଇଥିବା ଇନଭଟର ଉଦ୍ଧାର କରାଯାଇଛି ।ଚାନ୍ଦିନୀ ଚୌକର ମନୋଜ ବର୍ଲା ଙ୍କ ଦୋକାନ ଭାଙ୍ଗି ଚୋରିକରି ନେବା ଅଭିଯୋଗ ଆସିବା ପରେ ତଲସରା ପୋଲିସ ସକ୍ରିୟ ହୋଇ ତନାଘନା ଆରମ୍ଭ କରିଥିଲେ । ତଲସରା ପୋଲିସର ଏହି କାର୍ଯ୍ୟପାଇଁ ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି । ବାଲିସଙ୍କରା ବ୍ଲକରେ ଏକ ନାବାଲକ ଚୋର ଦଳ ସକ୍ରିୟ ହୋଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ । ଅଞ୍ଚଳର ଅନେକ ସ୍ଥାନରୁ ଚୋର କରି ଲୋକଙ୍କୁ ହଇରାଣ କରିବା ସହ ଅସୁବିଧାରେ ପକାଉଥିଲେ । ଏହି ନାବାଳକ ଚୋରମାନଙ୍କୁ ଗିରଫ କରି ତଲସରା ପୋଲିସ ରାଉରକେଲା ବାଳ ସୁଧାର ଗୃହକୁ ସ୍ଥାନାନ୍ତରିତ କରିଛି । ଏହି ଚୋର ଦଳ ଭଣ୍ଡାରୀସଙ୍କରା ଗ୍ରାମର ବୋଲି ସୂଚନା ମିଳିଛି । ଚୋର ଦଳର ୭ଜଣକୁ ପୋଲିସ ଗିରଫ କରିଥିବା ବେଳେ ଚୋର ଦଳର ମୁଖ୍ୟ ଫେରାର ହେବାକୁ ସକ୍ଷମ ହୋଇଥିବା ସୁତ୍ରରୁ ଜଣାପଡିଛି । ଚୋରଦଲଙ୍କ ଠାରୁ ଯମୁନା ମୟାବାହାଲ ସ୍କୁଲରୁ ଚୋରି ହୋଇଥିବା ଇନଭଟର ଉଦ୍ଧାର କରାଯାଇଛି ।ଚାନ୍ଦିନୀ ଚୌକର ମନୋଜ ବର୍ଲା ଙ୍କ ଦୋକାନ ଭାଙ୍ଗି ଚୋରିକରି ନେବା ଅଭିଯୋଗ ଆସିବା ପରେ ତଲସରା ପୋଲିସ ସକ୍ରିୟ ହୋଇ ତନାଘନା ଆରମ୍ଭ କରିଥିଲେ । ତଲସରା ପୋଲିସର ଏହି କାର୍ଯ୍ୟପାଇଁ ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି ।
ସବଡେଗା ଓ ବାଲିସଙ୍କରା ବ୍ଲକରେ ସକ୍ରିୟ ଥିବା ଚୋରଦଳ ଗିରଫ
|
August 19, 2021 |


