• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM

Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ସମ୍ମାନିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ଦିବାକର ପଶୁପାଳକ ସ୍ମାରକୀ ମେଧା ପୁରସ୍କାର ବିତରଣ ଉତ୍ସବ
  • ସରକାରୀ ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ର ବାର୍ଷିକ ଉତ୍ସବ।
  • ସାହିତ୍ୟମନସ୍କ ଶ୍ୟାମ ସୁନ୍ଦର ସାରଙ୍କ ପରଲୋକ
  • ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଓ ମଣ୍ଡି ରୁ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗ ରେ ଆନ୍ଦୋଳନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 
  • ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
  • ବରିଷ୍ଠ ବିଜେପି କର୍ମୀ ନିର୍ମଳ ଦାସଙ୍କୁ ପ୍ରଭାରୀ ଓ ପିୟୁଷ ରଞ୍ଜନ ପରିଡାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ ।
Home
ଓଡିଶା
ଲାଗୁ ହେଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି : ଜାଣନ୍ତୁ ଏହାର ନିୟମ

ଲାଗୁ ହେଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି : ଜାଣନ୍ତୁ ଏହାର ନିୟମ

Manas Kumar Rout | March 10, 2019 |
Spread the love
22    
22
Shares
ଦିଲ୍ଲୀ ୧୦/୩,(ସନ୍ଧାନ ନିୟୁଜ) : ଲୋକସଭା ନିର୍ବାଚନ ତାରିଖ ଆଜି ସନ୍ଧ୍ୟା ୫ଟାରେ ଘୋଷଣା କରାଯିବ | ଏହାସହିତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ | ଶାସନରେ ଥିବା ଦଳ ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଏକ ବଡ ଘଟଣା | କାରଣ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ଦଳ ଭୋଟରଙ୍କୁ ଲୋଭ ଦେଖାଇ ପାରିବ ନାହିଁ |
ଜାଣନ୍ତୁ କଣ ନିର୍ବାଚନୀ ଆଚାର ସଂଘିତା :
ନିର୍ବାଚନୀ ଆଦର୍ଶ ଆଚରଣ ବିଧି ନିର୍ବାଚନ ଆୟୋଗ ତିଆରି କରିଥାନ୍ତି | ନିର୍ବାଚନ ଆୟୋଗ ତିଆରି କରିଥିବା ନିୟମ ସମସ୍ତ ଦଳ ଏବଂ ପ୍ରାର୍ଥୀଙ୍କୁ ପାଳନ କରିବାକୁ ହୋଇଥାଏ | ଏହି ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ | ନିୟମ ଉଲଂଘନ କଲେ ନିର୍ବାଚନ ଲଢ଼ିବା ରଦ୍ଦ କରାଯାଇପାରେ | ପ୍ରାର୍ଥୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥାଏ | ଯାହାଫଳରେ ପ୍ରାର୍ଥୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ |
ନିର୍ବାଚନ ବେଳେ କୌଣସି ମନ୍ତ୍ରୀ ସରକାରୀ ଗସ୍ତକୁ ନିର୍ବାଚନ ଉପଲକ୍ଷେ ବ୍ୟବହାର କରିପାରିବେ ନାହିଁ | ଏପରିକି ଶାସନରେ ଥିବା କୌଣସି ନେତା ସରକାରୀ ଗାଡି ଏବଂ ଭବନ ନିର୍ବାଚନ ପାଇଁ ବ୍ୟବହାର କରିପାରିବେ ନାହିଁ |
କେନ୍ଦ୍ର ସରକାର ହୁଅନ୍ତୁ କି କୌଣସି ପ୍ରଦେଶ ସରକାର, କୌଣସି ପ୍ରକାର ଘୋଷଣା କରିପାରିବେ ନାହିଁ କି କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଲୋକାର୍ପଣ କରିପାରିବେ ନାହିଁ | କୌଣସି ସରକାରୀ ଦଳକୁ ବିଶେଷ ଲାଭ ମିଳିଲା ଭଳି ଖର୍ଚ୍ଚ ସରକାରୀ ପାଣ୍ଠିରୁ କରାଯିବ ନାହିଁ | ଏଥିରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି |
ପ୍ରାର୍ଥୀଙ୍କୁ ରେଲିଂ କିମ୍ବା ଜନସଭା କରିବା ପାଇଁ ନିର୍ବାଚନ ଆୟୋଗ ଠାରୁ ଅନୁମତି ନେବାକୁ ପଡିଥାଏ | ଏନେଇ ନିକଟତର ଥାନାରେ ସୂଚନା ମଧ୍ୟ ଦେବାକୁ ପଡିଥାଏ | ଜନସଭା ପାଇଁ ନିର୍ଧାରିତ ସ୍ଥାନ ଏବଂ ସମୟ ସୂଚନା ପୋଲିସ ଅଧିକାରୀଙ୍କୁ ଦେବାକୁ ହୋଇଥାଏ |
କୌଣସି ଦଳ ବା ପ୍ରାର୍ଥୀ ଏମିତି କୌଣସି କାମ କରିପାରିବେ ନାହିଁ ଯେଉଁଥିପାଇଁ କୌଣସି ଜାତି, ଧର୍ମ, ଭାଷା କିମ୍ବା ସମ୍ପ୍ରଦାୟ ମଧ୍ୟରେ ମତଭେଦ ବା ଘୃଣା ଭାବ ସୃଷ୍ଟି ହେବ |
ଭୋଟ ପାଇଁ ଲାଞ୍ଚ ଦେବା, ଭୋଟରଙ୍କୁ ହଇରାଣ ହରକତ କରିବା ପ୍ରାର୍ଥୀଙ୍କ ପାଇଁ ମାହାଙ୍ଗା ପଡିଥାଏ | ଏଭଳି କଲେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି |
କାହାର ଅନୁମତି ବିନା ନିର୍ବାଚନ ପାଇଁ ତାଙ୍କ ଜମି ବ୍ୟବହାର କରିପାରିବେ ନାହିଁ | ନିର୍ବାଚନ ଦିନ ଭୋଟ କେନ୍ଦ୍ର ଠାରୁ ୧୦୦ ମିଟର ଭିତରେ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ | ଏହାସହ ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କୌଣସି ଦଳ ବା ପ୍ରାର୍ଥୀକୁ ବୈଠକ ବା ସଭା କରିପାରିବେ ନାହିଁ |

22
Shares

Related Posts

ଏବର୍ଷ ଟିସିଏସ ଦେବ ୨୮ ହଜାର କ୍ୟାମ୍ପସ ନିଯୁକ୍ତି

October 14, 2018 | Santosh Rout |
ଅଧିକ ପଢନ୍ତୁ
୨୯ରେ ଟରୋଣ୍ଟ ଡ୍ୟାନ୍ସ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ମୟୂରଭଞ୍ଜ ଛଉ

୨୯ରେ ଟରୋଣ୍ଟ ଡ୍ୟାନ୍ସ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ମୟୂରଭଞ୍ଜ ଛଉ

November 27, 2020 | 2005lindadavis1989 |
ଅଧିକ ପଢନ୍ତୁ

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ

August 16, 2018 | Manas Kumar Rout |
ଅଧିକ ପଢନ୍ତୁ

କଳାରେ ସମ୍ଭାବନା ସାହୁ ରାଜ୍ୟରେ ଟପ୍ପର

September 6, 2020 | Biswajit Parida |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ସମ୍ମାନିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
  • ଦିବାକର ପଶୁପାଳକ ସ୍ମାରକୀ ମେଧା ପୁରସ୍କାର ବିତରଣ ଉତ୍ସବ
  • ସରକାରୀ ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ର ବାର୍ଷିକ ଉତ୍ସବ।
  • ସାହିତ୍ୟମନସ୍କ ଶ୍ୟାମ ସୁନ୍ଦର ସାରଙ୍କ ପରଲୋକ
  • ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଓ ମଣ୍ଡି ରୁ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗ ରେ ଆନ୍ଦୋଳନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 
  • ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
  • ବରିଷ୍ଠ ବିଜେପି କର୍ମୀ ନିର୍ମଳ ଦାସଙ୍କୁ ପ୍ରଭାରୀ ଓ ପିୟୁଷ ରଞ୍ଜନ ପରିଡାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ ।

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|