ଭୂବନେଶ୍ବର ,୦୨/୦୮/୨୦୨୦ (ସନ୍ଧାନ ନିଉଜ) ଭୂବନେଶ୍ବର ରେଳ ଷ୍ଟେସନରେ ପାଞ୍ଚ କୁଇଣ୍ଟାଲ ଗଞେଇ ଜବତ କଲା ରେଲୱେ ପାର୍ସଲ ବୁକିଙ୍ଗ ଅଫିସ ଆଉ ପିଣ୍ଟୁ ପ୍ରଧାନ ନାମକ ଜଣେ ପାର୍ସଲ କୁଲିକୁ ଅଟକ ରଖିଛନ୍ତି.ଶୁଣିବାକୁ ମିଳୁଛି ଏହି ଗଞେଇ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀକୁ ଚାଲାଣ କରାଯାଇଥାନ୍ତା?? ରେଲୱେ ପୋଲିସର ଭୂମିକା ସନ୍ଦେହ ଘେରରେ…ଜଣେ ଏସଆଇ ଏହାର ମାଷ୍ଟର ମାଇଣ୍ତ ବୋଲି ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି??.ତୁରନ୍ତ ରେଲୱେ ଥାନା ଅଧିକାରୀଙ୍କ ବିରୋଧରେ ତଦନ୍ତ ସହ କାର୍ଯାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ଜୋର ଧରିଛି???ଗଞେଇ ଚାଲାଣରେ ବ୍ଯସ୍ତ ରହିବାରୁ ମାନବପ୍ରେମୀ ଆଦିତ୍ଯ ଦାସ ଘଟଣାରେ ତଦନ୍ତ ବାଟବଣା ବୋଲି ସାମାଜିକ ଗଣମାଧ୍ଯ୍ଯମରେ ଚର୍ଚା ହେଉଛି |
ରେଳ ଷ୍ଟେସନରେ ପାଞ୍ଚ କୁଇଣ୍ଟାଲ ଗଞେଇ ଜବତ କଲା ରେଲୱେ ପାର୍ସଲ ବୁକିଙ୍ଗ ଅଫିସ
|
August 2, 2020 |