ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା:ଦିନକରେ ସର୍ବାଧିକ ୧୨,୨୩୮ ଚିହ୍ନଟ ,ଜଣାନ୍ତୁ କେଉଁ ଜିଲ୍ଲାରେ କେତେ

Spread the love

ଭୁବନେଶ୍ୱର /୭/୫ (ସନ୍ଧାନ ନିଉଜ୍) ରାଜ୍ୟର ସର୍ବକାଳୀନ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ପ୍ରଥମଥର ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୨,୨୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୬୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୩୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦୭୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୮୨୮ ଜଣ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

– ଅନୁଗୁଳରୁ ୪୮୦
– ବାଲେଶ୍ୱରରୁ ୪୩୭
– ବରଗଡ଼ରୁ ୪୭୫
– ଭଦ୍ରକରୁ ୩୮୧
– ବଲାଙ୍ଗିରରୁ ୨୬୦
– ବୌଦ୍ଧରୁ ୧୨୮
– କଟକରୁ ୯୧୬
– ଦେବଗଡ଼ରୁ ୬୦
– ଢେଙ୍କାନାଳରୁ ୧୪୨
– ଗଜପତିରୁ ୯୧
– ଗଞ୍ଜାମରୁ ୩୧୨
– ଜଗତସିଂହପୁରରୁ ୧୬୮
– ଯାଜପୁରରୁ ୩୧୮
– ଝାରସୁଗୁଡ଼ାରୁ ୩୦୬
– କଳାହାଣ୍ଡିରୁ ୫୮୦
– କନ୍ଧମାଳରୁ ୬୯
– କେନ୍ଦ୍ରାପଡ଼ାରୁ ୧୯୨
– କେନ୍ଦୁଝରରୁ ୧୭୯
– ଖୋର୍ଦ୍ଧାରୁ ୧୮୨୮
– କୋରାପୁଟରୁ ୧୩୦
– ମାଲକାନଗିରିରୁ ୬୦
– ମୟୂରଭଞ୍ଜରୁ ୨୫୭
– ନବରଙ୍ଗପୁରରୁ ୨୮୨
– ନୟାଗଡ଼ରୁ ୧୯୪
– ନୂଆପଡ଼ାରୁ ୨୯୦
– ପୁରୀରୁ ୩୬୯
– ରାୟଗଡ଼ାରୁ ୨୦୧
– ସମ୍ବଲପୁରରୁ ୫୪୪
– ସୋନପୁରରୁ ୧୫୯
– ସୁନ୍ଦରଗଡ଼ରୁ ୨୦୭୩
– ଷ୍ଟେଟପୁଲରୁ ୩୫୭
ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Related Posts

About The Author

Add Comment