ଯୁବକ ଗିରଫ

Spread the love

ଜେନାପୁର ୩/୭(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଜେନାପୁର ଥାନା ଅନ୍ତର୍ଗତ ମହିଶାରା ପଂଚାୟତର ବରଡା ଗ୍ରାମର ଜୈନେକ ନାବାଳିକାକୁ ଏକତରଫା ପ୍ରେମ ନିବେଦନ କରି ସେହି ଗ୍ରାମର ରାହୁଳ ମଳିକ(୩୦) ପି: ଭଗବାନ ମଳିକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣା ପଡିଛି । ସୁଚନା ତାଉକି ରାହୁଳ ସେହି ଗ୍ରାମର ଛଦ୍ମ ନାମ( ପଦ୍ମା)କୁ ବରାମ୍ବାର ଏକତରଫା ଭାବେ ପ୍ରେମ ନିବେଦନ କରିବା ସହ ମାନସିକ ନିର୍ଜାତନା ଦେଇ ଆସୁଥିଲା । ନାବାଳିକା ଜଣକ ଯୁବକର ଏଭଳି ଆଚରଣରେ ଅସହିଷ୍ଣୁ ହୋଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ୧୪୭/୧୯ରେ ଏକ କେଶ ଋଜୁକରି ଜେନାପୁର ଥାନାଧିକାରୀ ଶୁସାନ୍ତକୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ଚଢେଇଧରା ପାଣ୍ଡି ଅଧିକାରୀ ସୁଧିରକୁମାର ରାଉତରାୟ ସଦଳବଳେ ତାଙ୍କ ନିଜ ଗ୍ରାମରେ ଚଢାଉ କରି ଶନିବାର ଯୁବକକୁ ଗିରଫ କରି ଆଜି(ସୋମବାର)କୋର୍ଟ ଚାଳାଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Related Posts

About The Author

Add Comment