ଯାତ୍ରାରେ ଆଇଟମ ଡ଼୍ୟାନସକୁ ନେଇ ବିବାଦ

Spread the love
ଭୁବନେଶ୍ୱର,, ୦୯/୦୨/୨୦ (ସନ୍ଧାନ ନିଉଜ) : ଖଣ୍ଡଗିରି ଯାତ୍ରାରେ କଳିଙ୍ଗ ଗଣନାଟ୍ୟର ଅଶ୍ଲୀଳ ଆଇଟମ ଡ୍ୟାନ୍ସକୁ ନେଇ ପ୍ରଶ୍ନ ଉଠିଛି। ନାରୀ ସୁରକ୍ଷା ମଞ୍ଚ ମହିଳା ସଂଗଠନ ଏହି ନୃତ୍ୟକୁ ବିରୋଧ କରିଛି। ଯାତ୍ରା ଆୟୋଜକଙ୍କୁ ତାଗିଦ କରିଥିବା ବେଳେ କଳିଙ୍ଗ ଗଣନାଟ୍ୟ ଏଥିରୁ ନିବୃତ୍ତ ରହିବାକୁ ଚରମବାଣୀ ଶୁଣାଇଛି। ମହିଳା ସଂଗଠନ ପୋଲିସ କମିଶନରଙ୍କୁ ଏନେଇ ଅବଗତ କରିବା ସହିତ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛି।

Related Posts

About The Author

Add Comment