ଯାଜପୁର ଜିଲ୍ଲାପାଳ କୋଳେଇ ନେଲେ ଗରିବ ପରିବାରକୁ

Spread the love

ଯାଜପୁର ସଦର,: ୯ /୧୨ / ୨୫  (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି ଜଣେ ଗରିବ ପରିବାର ପ୍ରତିପୋଷଣ କରିବା ପାଇଁ ପାମ୍ପଡ଼ ବିକ୍ରିକରି ୬ଜଣ ପରିବାରକୁ ଚଳାଉଥିବା ବେଳେ, ଏହି ଘଟଣା ଜଣାପଡ଼ିବା ପରେ ଏହ ଅସହାୟ ପରିବାରକୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏହି ଗିରବ ଅସହାୟ ପାମ୍ପଡ଼ ବିକାଳିକୁ ତାଙ୍କ ଦୁଃଖ ଶୁଣି କୋଳେଇ ନେବା ଘଟଣା ଯାଜପପୁର ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାସ ଯେ, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତ ରସୁଣା ଗ୍ରାମର ଶତୃଘନ ସାହୁ ଜନେ ଦୃଷ୍ଟି ହିନ ହୋଇଥିବାରୁ ଦିନେ ଖାଇଲେ ୫ ଦିନ ଉପବାସରେ ରହୁଥିବା ବେଳେ, ଆଜି ନିଜ ସମସ୍ୟାକୁ ଅମ୍ବର କୁମାର କର କାର୍ଯ୍ୟାଳୟରେ ପହଁଞ୍ôଚ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ବଡ଼ ଆଶ୍ଚମ୍ବିତ ହୋଇ ପଡ଼ିଥିଲେ । ଯାଜପୁର ଜିଲ୍ଲାପାଳ ଶ୍ରୀ କର ଶତୃଘନକୁ କୋଳେଇ ନେଇ ସମସ୍ଥ ସମସ୍ୟର ସମାଧାନ କରିବା ପାଇଁ ପ୍ରତିଶୃତି ଦେବାସ ହିତ ସରକାରୀ ଜାଗାରେ ଭଙ୍ଗା କୁଡ଼ିଆ ଖଣ୍ଡେ କରି ଶତୃଘନ ନିଜ ପିରବା ସହିତ ରହୁôତବା ବେଳେ, ପାମ୍ପଡ଼ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଜିଲ୍ଲାପାଳଙ୍କ ନିକଟରେ କାନ୍ଦି ପକାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟସରକାର ଗିରବ ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ, ଶତୃଘନ ପାଇଁ ସାତ ସପନ ପାଲଟିଚି । ଏନେଇ ଶତୃଘନ ସାହୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହତି ଜିଲ୍ଲାପାଳ ଶ୍ରୀ କରଙ୍କ ଆଖିରୁ ଲୁହ ଆସିଯାଇଥିବା ଦେଖିବାକୁ ମିଳିଥିଲା । ଶତୃଘନଙ୍କ ସମସ୍ୟା ଜାଣିବାପରେ ଯାଜପୁର ଜିଲ୍ଲାପାଳ ଶ୍ରୀ କର କୋଳେଇ ନେଇଥିଲେ ଦିବ୍ୟାଙ୍ଗ ହେଲେବି ଆଜିର ଏ ସମାଜପାଇଁ ଉଦାହରଣ ସୃଷ୍ଟି କରିଥିବା ବୋଲି ଶ୍ରୀ କର କହିଥିଲେ । ଶତୃଘନର ସମସ୍ତ ସମସ୍ୟାକୁ ବୁଝିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଷ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଜିଲ୍ଲାବାସୀ ଉଚ୍ଚ ପ୍ରଶଂସା କରିବା ସହିତ ଏହ ଅସହାୟ ପରିବାରକୁ ଅନ୍ତୋର୍ଦୟ ଗୃହ ରେସନକାର୍ଡ ଏବଂ ଦିବ୍ୟାଙ୍ଗ ଭତ୍ତା ତୁରନ୍ତ ଦେବା ପାଇଁ ସାଧାରଣରେ ଦାବି ହେଉଚି ।

Related Posts

About The Author

Add Comment