ଯାଜପୁରର ପ୍ରସିଦ୍ଧ ସିଦ୍ଧ ପୀଠ ଓଳାଶୁଣୀ । ଯେଉଁଠି ସିଦ୍ଧ ଲାଭ କରିଥିଲେ ସନ୍ଥ ଅରକ୍ଷିତ ଦାସ

Spread the love

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ପାରାଦୀପ ଅଭିମୁଖେ ୩୦କିମି ଗଲେ ପଡେ ଏହି ପ୍ରସିଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ଏହିପୀଠର କିମ୍ବଦନ୍ତୀ ଏବଂ ପୂଜା ଉପସନା ପୀଠଟିକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ କରାଇଛି ।

କିମ୍ବଦନ୍ତୀ ଅନୁସାରେ ଏଠାକୁ ଐହି ଅଂଚଳର ରାଜାଙ୍କ ଜୌନିକ ପୁତ୍ର ମାତ୍ର ୧୧ବର୍ଷ ବୟସରୁ ସଂସଯାଜପୁରର ପ୍ରସିଦ୍ଧ ସିଦ୍ଧ ପୀଠ ଓଳାଶୁଣୀ । ଯେଉଁଠି ସିଦ୍ଧ ଲାଭ କରିଥିଲେ ସନ୍ଥ ଅରକ୍ଷିତ ଦାସ ।
ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ପାରାଦୀପ ଅଭିମୁଖେ ୩୦କିମି ଗଲେ ପଡେ ଏହି ପ୍ରସିଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ଏହିପୀଠର କିମ୍ବଦନ୍ତୀ ଏବଂ ପୂଜା ଉପସନା ପୀଠଟିକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ କରାଇଛି ।
କିମ୍ବଦନ୍ତୀ ଅନୁସାରେ ଏଠାକୁ ଐହି ଅଂଚଳର ରାଜାଙ୍କ ଜୌନିକ ପୁତ୍ର ମାତ୍ର ୧୧ବର୍ଷ ବୟସରୁ ସଂସାର ତ୍ୟଗ କରି ଏଠାରେ ତପସ୍ୟ କରିଥିଲା । ଏହା ପୂର୍ବରୁ ଏଠାରେ ବାସ କରୁଥିବା ବୌଦ୍ଧ ତନ୍ତ୍ରଯାନର ଦେବୀ ମା ତାରା ବା ପ୍ରଜ୍ଞାପାରମିତା ତାଙ୍କୁ ଏଠାରୁ ବାହାର କରିବା ପାଇଁ ବିଭିନ୍ନ ରୂପରେ ଡରାଇବାକୁ ଲାଗିପଡିଥିଲେ । ମାତ୍ର ଅରକ୍ଷିତ ଜଗନ୍ନାଥକୁ ଧ୍ୟାନ କରି ତାଙ୍କର ଶକ୍ତିପ୍ରାପ୍ତ କରିବା ପରେ ମା ଓଳାଶୁଣୀ ନିଜର ହାର ମାନିଥିଲେ । ପରେ ଅରକ୍ଷିତ ମାଙ୍କୁ ତଳେ ରହିବା ପାଇଁ କହି ଏଠାରେ ଜବନ୍ତ ଦେହତ୍ୟାଗ କରିଥିଲେ ।

ସେହିପରି ଏଠାରେ ସର୍ବଧମ ସମ୍ମନୟର ମିଶ୍ରଣ ଘଟିଥିବା ବେଳେ ଏଠାର ପ୍ରସିଦ୍ଧ ଭୋଗ ହେଉଛି ଶୁଖୁଆ, କାଞ୍ଜିପାଣି ଏବଂ ପୋଡପୀଠ ଯାହାକି ରାଜ୍ୟର ଅନ୍ୟ କୈଣସି ମନ୍ଦିରରେ ପ୍ରଚଳିତ ହୋଇନଥାଏ । ଏହି ଭୋଗକୁ ନେଇ ରହିଛି ମଧ୍ୟ ଅନ୍ୟ ଏକ କିମ୍ବଦନ୍ତୀ । ଜୌନିକ ମୁସଲମାନ ଜମିଦାର ଦିନେ ଅରକ୍ଷିତଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ । ଖାଦ୍ୟାରେ ମୁସଲମାନ ସମ୍ପଦ୍ରାୟରେପ୍ରଚଳିତ ମାସଂ ରଖି ତାଙ୍କୁ ଖାଇବାକୁ ଦେଇଥିଲେ । ଏହାଜାଣିପାରି ଅରକ୍ଷିତ ଖାଈବା ସମୟରେ ଖାଦ୍ୟ ଉପରୁ ଘୋଢ଼ଣୀ ହଠାଇବା ପରେ ଖାଦ୍ୟ ଗୁଡିକ ମହାପ୍ରସାଦରେ ପରିଣତ ହୋଇଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ସେଦିନ ଠାରୁ ଏଠାରେ କୌଣସି ଭୋଗରେ ବାରଣ କରାଯାଏନଥାଏ ।

ସଂସାର ତ୍ୟଗ କରି ଏଠାରେ ତପସ୍ୟ କରିଥିଲା । ଏହା ପୂର୍ବରୁ ଏଠାରେ ବାସ କରୁଥିବା ବୌଦ୍ଧ ତନ୍ତ୍ରଯାନର ଦେବୀ ମା ତାରା ବା ପ୍ରଜ୍ଞାପାରମିତା ତାଙ୍କୁ ଏଠାରୁ ବାହାର କରିବା ପାଇଁ ବିଭିନ୍ନ ରୂପରେ ଡରାଇବାକୁ ଲାଗିପଡିଥିଲେ । ମାତ୍ର ଅରକ୍ଷିତ ଜଗନ୍ନାଥକୁ ଧ୍ୟାନ କରି ତାଙ୍କର ଶକ୍ତିପ୍ରାପ୍ତ କରିବା ପରେ ମା ଓଳାଶୁଣୀ ନିଜର ହାର ମାନିଥିଲେ । ପରେ ଅରକ୍ଷିତ ମାଙ୍କୁ ତଳେ ରହିବା ପାଇଁ କହି ଏଠାରେ ଜବନ୍ତ ଦେହତ୍ୟାଗ କରିଥିଲେ ।

Report- By Anita Behera/ Bimal Behera/ Biswajit Parida/ Manas Rout 

Related Posts

About The Author

Add Comment