ମନୋଜ ହତ୍ୟାକାଣ୍ଡ ସନ୍ଧେହ ଘେରରେ ତଦନ୍ତ କଲେ ଜିଲ୍ଲା ଏସପି

Spread the love

ଯାଜପୁର ସଦର, 8/11: ଯାଜପୁର ଜିଲ୍ଲାରେ ଏପରି ଏକ ହତ୍ୟା ଘଟଣା ନିଦ ହଜାଇ ଦେଇଥିବା ବେଳେ, ବରୀ ଥାନା ଅନ୍ତର୍ଗତ ମହାକାଳପଡ଼ା ନିକଟସ୍ଥ ବିରପା ନଦୀ ବାଲିରୁ କେନ୍ଦ୍ରା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ମଠସାହିର ଜଗନ ଗୋଛାୟତଙ୍କ ପୁଅ ମନୋଜ ଗୋଛାୟତ ଘରୁ କେଉଁ ଆଡ଼େ ଯାଇଥିବା ବେଳେ, ବାଇକ ମଟର ସାଇକେଲ ନଦୀ ବାଲିରୁ ଏକ ମୃତ ଗଳିତ ଶବ ବାହାରିବା ଘଟଣା ଏଠାରେ ବିଶ୍ମୟ କରିଦେଇଚି । ଏହି ହତ୍ୟା ଘଟଣା ରହସ୍ୟ ଘେରରେ ରହିଥିବା ବେଳେ, ମନୋଜକୁ ହତ୍ୟା କରାଯାଇ ନଦୀ ବାଲିରେ ପୋତା ଯାଇଥିବା ଘଟଣା ଦେଖିବାକୁ ମିଳିଥିଲା । ମନୋଜ ନିକଟରେ ପଡ଼ିଥିବା ପୋଷକା ପରିବାର ଲୋକ ଚିହ୍ନଟ କରିଥିଲେ । ପୋଲିସ ସନ୍ଧେହ ଘେରରେ ବରୀ ଥାନା ରହିଥିବା ବେଳେ, ଶବକୁ ଜବତ କରାଯାଇ ପୋଷ୍ଟବଟମ ପାଇଁ ପୋଲିସ ପଠାଇଥିବାରୁ ଡିଏନ ପରୀକ୍ଷା କରାଯିବ ବୋଲି ବରୀ ଥାନା ଅଧିକାରୀ ମନୋଜ ସ୍ୱାଇଁ ସୂଚନା ଦେଇଥିବା ବେଳେ, ମନୋଜଙ୍କ ଘର ନିକିରାଇ ଥାନାରେ ଯାଉଥିବା ବେଳେ, ବରୀ ଥାନା ଅଧିନରେ ରହିଥିବା ଏହା ଅଞ୍ଚଳରେ ହୋଇଥିବାରୁ ବରୀ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ତଦନ୍ତ କରୁଥିବା ବେଳେ, ଯାଜପୁର ଜିଲ୍ଲା ଏସପି ତଦନ୍ତ କରିଛନ୍ତି । ବରୀ ଥାନା ଆଇଆଇସି ଜଣେ ଦକ୍ଷ ଅଫିସର ହୋଇଥିବାରୁ ଦୁଇ ଦୁଇଟି କେସ ଶ୍ରୀ ସ୍ୱାଇଁ ଲୋକ ଲୋଚନକୁ ଆଣିଥିବା ବେଳେ, ମନୋଜର ହତ୍ୟା ଘଟଣା ପଛରେ କେଉଁ ମାନଙ୍କର ହାତ ରହିଚି । ତହା ସ୍ପଷ୍ଟ କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ମନୋଜର ହତ୍ୟାକାଣ୍ଡ ସନ୍ଧେହ ଘେରରେ ରହିଚି ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ଥାନା ଅନ୍ତର୍ଗତ ମହାକାଳପଡ଼ା ବରିପା ନଦୀ ବାଲିରୁ ମନୋଜ ଅଟୋ ଡ୍ରାଇଭର ଶବ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଚିଥିବା ବେଳେ ସନ୍ଧେହ ଘେରରେ ଜଣେ ମହିଳା ଏଥିରେ ରହିଥିବା ବେଳେ, ବରୀ ଥାନା ପୋଲିସ ଅନ୍ୟ ତିନି ଜଣକୁ ନେଇଯାଇଥିବା ସୂଚନା ମିଳିଚି । ଯାହାକି ଗମୁ ଗ୍ରାମରୁ ଏକ ଯୁବକୁ ପୋଲିସ ଉଠାଇ ଆଣି ଜେରା କରି ଛାଡ଼ି ଦେଇଥିବା ମହିଳାକୁ ଗତକାଲି ବିଳମ୍ବିତ ରାତିରେ ପୁଣି ଉଠାଇ ଆଣିଚି ମହିଳାଙ୍କ ସ୍ୱାମୀ ଏବଂ ପୁଅ ଅଟକ ରଖିଥିବା ବେଳେ, ମନୋଜ ହତ୍ୟାକାଣ୍ଡରେ ମହିଳାଙ୍କ ହାତ ରହିଥିବା ସନ୍ଧେହ କରାଯାଉଚି । ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ଏସଡିପିଓ ସରୋଜ ଉପାଧ୍ୟାୟ ବରୀ ଥାନା ଅଧିକାରୀ ମନୋଜ ସ୍ୱାଇଁ ଏହି ହତ୍ୟାକାଣ୍ଡର ତଦନ୍ତ କରିଥିବା ବେଳେ, ଏହି କାର୍ଯ୍ୟରେ କେତେ ଜଣ ସମ୍‌ୃକ୍ତ ଅଛନ୍ତି ତାହା ତଦନ୍ତ ପୋଲିସ ପକ୍ଷରୁ କରାଗଲେ ଆସାମୀ ନିକଟରେ ପୋଲିସ ପହଁଞ୍ôଚ ପାରିବ ବୋଲି ସାଧାରଣରେ ଚର୍ଚା ଜୋର ହେଉଚି ।sandhannews.com

Related Posts

About The Author

Add Comment