ଭୋଟକା ପଂଚାୟତରେ ସୂର୍ଯ୍ୟ ବାଜିମାତ କଲା

Spread the love

ଯାଜପୁର ସଦର, ୦୨ା୦୩: ଯାଜପୁର ଜିଲ୍ଲାରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ସରିଯାଇଥିବା ବେଳେ, ଭୋଟକା ପଂଚାୟତରେ କରାଯାଇଥିବା ନିର୍ବାଚନ ବରିଷ୍ଟ ସାମ୍ବାଦିକ ରଂଜିତ ରାଉତଙ୍କ ଧର୍ମପତ୍ନୀ ସ୍ମୃତୀରେଖା ରାଉତ ଏହି ପଂଚାୟତରେ ସରପଂଚ ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ, ଭୋଟକା ପଂଚାୟତର ଜନମତ ପୂର୍ବରୁ ଭୋଟକା ପଂଚାୟତରୁ ସରପଂଚ ଭାବରେ ନିର୍ବାଚିତ ହୋଇ ଲୋକ ମାନଙ୍କ ସୁଖ ଦୁଃଖରେ ରହିଥିବା ଭୋଟକା ପଂଚାୟତର ସେହି ମହିୟସୀ ମହିଳା ଉଦୟମାନ ସୂର୍ଯ୍ୟ ଚିହ୍ନ ପାଇଥିବା ଭୋଟକା ପଂଚାୟତର ସୁଖ ଦୁଃଖର ସାଥି ହୋଇଥିବା ପଂଚାୟତ ବାସୀ ଶ୍ରୀମତୀ ସ୍ମୃତୀରେଖା ରାଉତଙ୍କୁ ବିପୁଳ ଭୋଟରେ ନିର୍ବାଚିତ କରିଥିବାରୁ ରୁସୁଲପୁର ପ୍ରେସ ଫୋରମର ସଭାପତି ବିଶ୍ୱଜିତ ପତି ସହ ସଂମ୍ପାଦକ ଜଗମୋହନତ ରାଉତ ଉପସଭାପତି ବାପୁଜୀ ଜେନା, ସହ ସମ୍ପାଦକ ଗୋପିନାଥ ଦାଶ, ଉପଦେଷ୍ଟା ମଣ୍ଡଳୀର ବରିଷ୍ଟ ପଥପଦର୍ଶକ ମାର୍ଗ ଦର୍ଶକ ଦେବାପ୍ରଶନ୍ନ ନାୟକ ପ୍ରେସଫୋରମର ଗଣମାଧ୍ୟମ ପ୍ରତିନିଧି ଏବଂ ବିରଷ୍ଟ ଉପଦେଷ୍ଟା ମଣ୍ଡଳୀର କର୍ମକର୍ତ୍ତା ମାନେ ଶ୍ରୀମତୀ ରାଉତଙ୍କୁ ଶୁଭେତ୍ସା ଜଣାଇବା ସହିତ ପ୍ରେସଫୋରମ ତରଫରୁ ଶ୍ରୀମତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ରାଉତ ୧୨୩୨ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ହରାଇ ବିଜୟଟିକା ମଣ୍ଡନ କରିଛନ୍ତି ।

Related Posts

About The Author

Add Comment