ନୂତନ ଶିକ୍ଷା ବର୍ଷ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ର ବିଦ୍ୟାଳୟ ମାନଙ୍କରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଖଡ଼ି ଛୁଆଁ କରି ନୂତନ ଶିକ୍ଷା ବର୍ଷ ର ଶୁଭାରମ୍ଭ କଲେ। ଛାତ୍ର ଓ ଛାତ୍ରୀ ମାନଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ରେ ଆତ୍ମହରା ହୋଇ ଯାଇଥିଲେ। ଖଡ଼ି ଛୁଆଁ କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଛାତ୍ର ଓ ଛାତ୍ରୀ ମାନେ ବିକଶିତ ଓଡିଶା ର ମଙ୍ଗ ଧରିବେ। ମୂଖ୍ୟ ମନ୍ତ୍ରୀ ଙ୍କ ସହିତ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିକ୍ଷା ସଚିବ, ଓ ଶିକ୍ଷା ବିଭାଗ ର ବହୁ କର୍ମକର୍ତ୍ତା ଯୋଗ ଦେଇ ଖଡ଼ି ଛୁଆଁ ଉତ୍ସଵ କୁ ସଫଳ କରିଥଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜ୍ ସନ୍ଧାନ।
ଭୁବନେଶ୍ୱର ରେ ଛାତ୍ର ଓ ଛାତ୍ରୀ ଙ୍କୁ ଖଡ଼ି ଛୁଆଁ କଲେ ମୁଖ୍ୟମନ୍ତ୍ରୀ
|
April 6, 2026 |



