ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଏଆର କାରରୁ ଜବତ ହେଲା ୨ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ ଟଙ୍କା

Spread the love

ବାଲେଶ୍ବର , 02.01.2021 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରର(ଡିଏସ୍‌ଆର) ରଞ୍ଜନ କୁମାର ଦାସ ।ଶୁକ୍ରବାର ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଶ୍ରୀ ଦାସ ବାଲେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଅପରାହ୍ନ ୪.୪୫ ମିନିଟରେ ଭିଜିଲାନ୍ସ ଟିମ୍ ୧୬ ନମ୍ବର ଜାତୀୟ ରାଜପଥର। ଶେରଗଡ଼ ଟୋଲ ପ୍ଲାଜା ନିକଟରେ ତାଙ୍କୁ ଅଟକାଇଥିଲା । ଶ୍ରୀ ଦାସ ଏକ ଘରୋଇକାରରେ ଯାଉଥିଲେ। ଭିଜିଲାନ୍ସ ଟିମ୍ କାରୁ ୨ ଲକ୍ଷ ୨୩ହଜାର ୫୮୦ ଟଙ୍କା ଦାସ ଜବତ ଟଙ୍କାର ସଠିକ ହିସାବ ଦେଇପାରି ନ ଥିଲେ । ପରେ ଶ୍ରୀ ଦାସଙ୍କୁ ଅଟକ ରଖିବା ସହ କାର କୁ ଜବତ କରିଥିଲା । ଏହି ଅଭିଯୋଗରେ ବବାଲେଶ୍ଵ ର ଭିଜିଲାନ୍ସ ଥାନାରେ କେସନଂ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ଦାସଙ୍କ ପୈତୃକ ଗ୍ରାମ କେନ୍ଦ୍ରାପଡ଼ାର ବାଜପୁର ଓ ପୁରୀ ଟାଉନରେ ତାଙ୍କ ଗିରଫ ରଞ୍ଜନ କୁମାର ଦାସ ସ୍ତ୍ରୀ ରହୁଥିବା ଘରେ ଚଢ଼ଉ ଚାଲିଥିବା ଜବତ କରିଥିଲା। ପରେ ଟିମ୍ ଜବତ ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ଟଙ୍କାର ହିସାବ ମାଗିଥିଲା । ହେଲେ ଶ୍ରୀ ସୂଚନା ଦେଇଛନ୍ତି ।

Related Posts

About The Author

Add Comment