ବିଜେପିର ଡାକରା ଘର ଘର ଚାଲ ପ୍ରତିଷ୍ଟା ଦିବସ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୬ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଭଗବତୀପୁର ଭଗବତୀ ଠାକୁରାଣୀ ପରିଶରରେ ବିଜେପିର ଘର ଘର ଚାଲ ପ୍ରତିଷ୍ଠା ଦିବସରେ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗ ବନ୍ଧଡିହ ପଂଚାୟତରେ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ଅନୁଷ୍ଟିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସରରେ ଗୋପିନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଓବିସିର ରାଜ୍ୟ ସମ୍ପାଦକ ଜ୍ଞାନରଂଜନ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରି ପଦ୍ୱିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଓବିସି କୋଟାକୁ ଅଣଦେଖା କରିବା ସହିତ ଓବିସି ବର୍ଗଙ୍କ ପାଇଁ ରହିଥିବା ରିଜର୍ଭ ଯୁବ ନେତା ବିବେକାନନ୍ଦ ଜେନା ଅଭିଯୋଗ କରିଥିଲେ । ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହଲେ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଡାକରାରେ ଘର ଘର ଚଲ ଅଭିଯାନ ଡାକରା ଦିଆଯାଇଥିବାରୁ ଏହି ଅଭିଯାନ ଚାଲୁ ରହିବ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ମହିଳା ସଭାନେତ୍ରୀ ଅବନ୍ତୀ ଦାଶ ଯୋଗ ଦେଇଥିବା ବେଳେ, ଶ୍ୟାମ ସୁନ୍ଦର ପଣ୍ଡା ଯୋଗଦେଇଥେôଲ । ସାମନ୍ତରାରପୁର ପଂଚାୟର ଧିରେନ୍ଦ୍ର ନିତିସିଂ ଯୋଗଦନା କରିଥିଲେ । ସତ୍ୟାବାଦି ପଡ଼ିହାରି ଅନ୍ୟ ମାନଙ୍କ ମଧ୍ୟରେ ଯୋଗଦେଇଥିବା ମଞ୍ଚାସୀନ ଅତିଥି ପୁରସ୍ତମ ଦାଶ, ହରିହର ସାମ, ଦେବାଶିସ ସିଂ, ଅଜିତ ମହାଲିକ, ଆଦିକନ୍ଦ ରାଉତ, ତପନ ଘଡ଼ାଇ, ଶତୃଘନ ଘଡ଼ାଇ, ଅମିତ ନାୟକ ଯୁବନେତା ଯୋଗଦାନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓବିସି ମୌର୍ଚ୍ଚା ପକ୍ଷରୁ ପ୍ରତିଷ୍ଠା ଦିବସ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ଅବସରରେ ବନ୍ଧଡିହ ପଂଚାୟତର ସହଦର୍ଶକ ଏହି ସଭାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଯୁବ ନେତା ବିବେକାନନ୍ଦ ଜେନା ରାଜ୍ୟ ସଂମ୍ପାଦକ ମା ଭଗବତୀଙ୍କ ଦର୍ଶନ କରିବା ସହିତ ଶ୍ରୀ ଜେନା ମା ଭଗବତୀଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ ।

Related Posts

About The Author

Add Comment