ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Spread the love
ସୁନ୍ଦରଗଡ଼, ୦୨/୦୭/୨୦ (ସନ୍ଧାନ ନିଉଜ) : ବିଜୁ ଜନତା ଦଳ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟ ସୁନ୍ଦରଗଡ଼ ଜ଼ିଲ୍ଲାର ପୂର୍ବତନ ମନ୍ତ୍ରୀ ଶ୍ରୀ ମଙ୍ଗଳା କିସାନ ମହୋଦୟ ଙ୍କୁ ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି, ତଥା ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ପ୍ରଦାନ କରିଥିବାରୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ତରଫରୁ ଜ଼ିଲ୍ଲା ଆବାହକ ଶ୍ରୀ ଅଶୋକ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ରାଜଗାଙ୍ଗପୁର ର ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଦିପ ପଟ୍ଟନାୟକ,ଅଶୋକ ପାଣି, ମନୋଜ ସାହୁ,ଏଲ. କେ. ବେହେରା,ୟାସିନ ମୋହସିନ, ରଂଜିତା ଦଣ୍ଡସେନା ସମେତ ଅନ୍ୟ ଆଇନଜୀବି ମାନେ ମିଶି ପ୍ରଥମେ ବିଜୁ ଜନତା ଦଳ ର ମାନ୍ୟବର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ

Related Posts

About The Author

Add Comment