ବହୁ ଧୁମ୍ ଧାମ୍ ରେ ପାଳିତ ହେଉଛି ମାଳହାଟର ତ୍ରୟୋଦଶ ବିଶ୍ଵଶାନ୍ତି ମହାଯଜ୍ଞ

Spread the love

ଜେନାପୁର,/୨୭/୦୨/ସନ୍ଧାନ ନିଉଜ୍ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନରେ ଦୀର୍ଘ ବର୍ଷ ଧରି ହୋଇଆସୁଥିବା ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ ଚଳିତ ବର୍ଷ କୁମ୍ଭ ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ବହୁ ଆଡମ୍ବର ସହିତ ତ୍ରୟୋଦଶ ତମ ବାର୍ଷିକ ବିଶ୍ଵ ଶାନ୍ତି ପଞ୍ଚ ମହାଯଜ୍ଞ ଆରମ୍ଭ ହୋଇ ଯାଇଛି ,ଗତ ରବିବାର ଦିନ ଅଙ୍କୁରୋପଣ ଓ କଳସ ଯାତ୍ରା ଶୁଭାରମ୍ଭ ହୋଇଯାଉଛି , ସୂର୍ଯ୍ୟ ପୂଜା ଗୁରୁ ପୂଜା ଗୋ ପୂଜା ଅଗ୍ନି ସ୍ଥାପନ ଚଣ୍ଡୀ ପାଠ ଯଜ୍ଞ ଷୋଡ଼ଶ ଉପଚାର ପୂଜା ମଣ୍ଡଳଆଦି କର୍ମ ଏବଂ ପ୍ରସାଦ ସେବନ ତଥା ଆନନ୍ଦ ବଜାର ଖୋଲା ରହିଛି ପ୍ରତି ଦିନ ସଙ୍କୀର୍ତ୍ତନ ଓ ସାଂସ୍କୃତିକ କାର୍ଯୟକ୍ରମ ଲଉଡି ଖେଳ ଭଜନ ସମାହାର ମେଲୋଡି ବିଭିନ୍ନ ପ୍ରକାର ଦୋଳି ଓ ମିନା ବଜାର ଦେଖିବାକୁ ମିଳିଛି ବହୂ ଦୂର ଦୁରାନ୍ତରୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଧୀରେ ଧୀରେ ଭିଡ ଜମିବାରେ ଲାଗିଛି ଏମ ଆସନ୍ତା ୨,ତାରିଖ ଗୁରୁ ବାର ଦିନ ଉଦଯାପନ କା ସମସ୍ତ ପୂଜାର୍ଚ୍ଚନା ଅନ୍ୟାନ୍ୟ କର୍ମ ଆଦି ଏବଂ ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଟିତ ହେବାକୁ ଯାଉଛି ବହୁ ସଂଖ୍ୟାରେ ଭକ୍ତ ମାନେ ଆସି ପ୍ରଭୁ ଅନ୍ତର୍ଯ୍ୟାମୀ ଶ୍ରୀ ଯଜ୍ଞ ନାରାୟଣଙ୍କ ଆର୍ଶୀବାଦ ଲାଭ କରିବା ହେବେ।

Related Posts

About The Author

Add Comment