ପୁଣି ମିଳିଲା ଭୃଣ, ଅବୈଧ ସନ୍ତାନ ସନ୍ଦେହ

Spread the love

ରାଉରକେଲା ୨୧ /୦୧/୨୦୨୦ (ସନ୍ଧାନ ନିଉଜ) : ରାଉରକେଲା ଉଦିତନଗର ଥାନାର ଖେତି ବସ୍ତି ଅଞ୍ଚଳରେ ଭୃଣ ହତ୍ୟାର ଏକ ମାମଲା ସାମ୍ନାକୁ ଆସିଛି। ଏକ 6 ମାସର ଭୃଣ ଫିଙ୍ଗା ଯାଇଥିବା ଦେଖିବା ପରେ ଲୋକ ପୋଲିସକୁ ସୂଚନା ଦେଇଥିଲେ।  ତେବେ ଅବୈଧ ସନ୍ତାନ କାରଣରୁ ଏପରି କନ୍ୟାଭୃଣକୁ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି

 

Related Posts

About The Author

Add Comment