ନିସନ୍ତାନ ଦମ୍ପତି ଆଇନ୍‌ଗତ ଭୋବ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Spread the love

ଯାଜପୁର ,୨୨/୧୧/୨୦ (ସନ୍ଧାନ ନିଉଜ) ପ୍ରେତ୍ୟକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ କେହି ସନ୍ତାନ ଦାନ କରିବା ହେଉ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ ଏ ନେଇ ସରକାରୀ ନିୟମ ରହିଛି । ଏହାର ଉଲଂଘନ କାରୀଙ୍କ ବେିରାଦ୍ଧେର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ସତର୍କ କରାଇ ଦେଇଛନ୍ତି । ଶୁକ୍ରବାର ପୁର୍ବାହ୍ନେର ଜିଲା କାର୍ଯ୍ୟାଳୟ ଠାରୁ ପୋଷ୍ୟ ସନ୍ତାନ ଗ୍ରହଣ ସେଚତନତା ସପ୍ତାହ ପାଳନ ଉପଲେକ୍ଷ ଏକ ସେଚତନତା ରଥକୁ ଅତିରିକ୍ତ ଜିଲାପାଳ ଶ୍ରୀ ମଲିକ ପତାକା ଦେଖାଇ ଶୁଭାରମ୍ଭ କରିଥେôଲ । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସମଗ୍ର ଜିଲା ପରିକ୍ରମା କରିବାକୁ ଥିବା ଏହି ରଥକୁ ଉଦ୍‌ଘାଟନ କରିଶ୍ରୀ ମଲିକ ପୋଷ୍ୟ ସନ୍ତାନ ବେଆଇନ୍ ଭୋବ ଗ୍ରହଣ ଏକ ଅପରାଧ ବୋଲି କହିଥେôଲ । ପିତୃ ମାତୃହୀନ, ଅବେହଳିତ ଓ ବିବିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଶିଶୁ ମାନଙ୍କୁ ବିଭିନ୍ନ ଶିଶୁ ଯତ୍ନ ଗୃହେର ରଖାଯିବାର ବ୍ୟବସ୍ଥା ହୋଇଥାଏ । ପେର ସେମାନଙ୍କୁ ଆମଇନ୍‌ଗତ ଭୋବ ଆଗ୍ରହୀ ନିସନ୍ତାନଦମ୍ପତିଙ୍କୁ ପ୍ରଦାନ କରାଯାଇଥାଏ । ଆଗ୍ରହୀ ଦମ୍ପତି ଅନ୍‌ଲାଇନ୍ ମାଧ୍ୟମେର ପଂଜିକୃତ କରାଇ ଆଇନ୍ ଅଦାଲତଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ େହେଲ ନିର୍ଦ୍ଧାରିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମଲିକ କହିଥେôଲ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୁଚନା ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ ବ୍ୟକ୍ତି ମୋନ ସେମାନଙ୍କ ନାମ ଅନ୍‌ଲାଇନ୍ ମାଧ୍ୟମେର ଡ଼ବ୍ଲୁ.ଡ଼ବ୍ଲୁ.ଡ଼ବ୍ଲୁ.ସିଏଆରଏ.ଏନ୍‌ଆଇସି.ଇନଞ୍ଜେର ପଂଜିକୃତ କରାଇ ପାରେିବ ବୋଲି କହିଥେôଲ । ୨୦୧୭ନେଭମ୍ବର ମାସ ଠାରୁ ଯାଜପୁର ସହରର ବାଳାଶ୍ରମ ଠୋର ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର କାଯ୍ୟର୍କ୍ଷମ ହେଲା ପେର ବତ୍ତର୍ମାନ ସୁଦ୍ଧା ୪୧ଗଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭୋବ ପ୍ରଦାନ କରାଯାଇଛି ବୋଲି ଶ୍ରୀ କର ସୂଚନା ଦେଇଥେôଲ । ଏହି କାଯ୍ୟର୍କ୍ରମେର ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ପ୍ରୋଗ୍ରାମ ଅଫିସର ମଞ୍ଜୁଳା ରଥ, ସମସ୍ତ ସିଡ଼ିପିଓ, ଶିଶୁ ସୁରକ୍ଷା ୟୁନିଟ୍‌ର କମର୍କର୍ତା, କାଳନ୍ଦୀ ଚରଣ ସାହୁ, ଅବିନା କୁମାରୀ ସାମନ୍ତ, ଶିଶିର ମଲିକ, ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥେôଲ ।

Related Posts

About The Author

Add Comment