ଦିଲ୍ଲୀ ହାଇକୋର୍ଟରେ ସେଣ୍ଟ୍ରାଲ୍ ଭିସ୍ତା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନେଇ ହୋଇଥିବା ଆବେଦନ ଖାରଜ – ଆବେଦନକାରୀଙ୍କ ଉପରେ ଏକଲକ୍ଷ ଜରିମାନା ଲଗାଇଲେ କୋର୍ଟ

Spread the love

ନୂଆଦିଲ୍ଲୀ ୩୧-୫ (ସନ୍ଧାନ ନିୟୁଜ୍)-ମହାମାରୀ COVID19 ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ ପୁନଃ ବିକାଶ ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ଦିଲ୍ଲୀ ଏଚସି ଏକ ଆବେଦନକୁ ଖାରଜ କରିଦେଇଛନ୍ତି।

କୋର୍ଟ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଚାର୍ଜ କରିଛନ୍ତି ଏବଂ ଏହା ଏକ ଉଦ୍ଦେଶ୍ୟମୂଳକ ଆବେଦନ ବୋଲି କହିଛନ୍ତି। ଏହା ଏକ PIL ନୁହେଁ।

ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ମନା କରୁଥିବାବେଳେ ଦିଲ୍ଲୀ ପାଇକୋର୍ଟ କହିଛନ୍ତିଯେ, ଯେ ଶ୍ରମିକମାନେ ଉକ୍ତ ସ୍ଥାନରେ ରହିଥିବାରୁ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାର ପ୍ରଶ୍ନ ଉଠୁନାହିଁ। DDMA ଆଦେଶ କୌ ଣସି ସ୍ଥାନରେ ନିର୍ମାଣ କାର୍ଯ୍ୟକୁ ବାରଣ କରେ ନାହିଁ।

Related Posts

About The Author

Add Comment