ଦିଲ୍ଲୀରେ ଲକ୍‍ଡାଉନ୍‍ କୋହଳ କରାଯିବ ନାହିଁ : କେଜରିୱାଲ୍‍

Spread the love
ନୂଆଦିଲ୍ଲୀ, ୨୦/୦୪/୨୦ (ସନ୍ଧାନ ନିଉଜ) : ଦିଲ୍ଲୀରେ ଲକ୍‍ଡାଉନ୍‍ କୋହଳ କରାଯିବ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ କହିଛନ୍ତି, ଜାତୀୟ ରାଜଧାନୀରେ ଲକ୍‍ଡାଉନ୍‍ କୋଳହ କରା ନ ଯିବାପାଇଁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ  ଶ୍ରୀ କେଜରିୱାଲ୍‍ କହିଛନ୍ତି, ଦିଲ୍ଲୀ ସରକାର ସପ୍ତାହ ପରେ ପରିସ୍ଥିତିରେ ସମୀକ୍ଷା କରିବେ।କରୋନା ଭୂତାଣୁ ଦିଲ୍ଲୀରେ ବ୍ୟାପିବା ପରେ କଣ୍ଟେନ୍‍ମେଣ୍ଟ ଜୋନ୍‍ ବୃଦ୍ଧି କରାଯାଇଛି। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶ୍ରୀ କେଜରିୱାଲ୍‍ କହିଛନ୍ତି, ବିନା ଲକ୍ଷଣରେ ମଧ୍ୟ କିଛି ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment