ଦକ୍ଷିଣ ଆସାମରେ ଭୂସ୍ଖଳନରେ ୨୦ ମୃତ, ଅନେକ ଆହତ

Spread the love

ଗୌହାଟୀ, ୦୨/୦୬/୨୦ (ସନ୍ଧାନ ନିଉଜ) : ଆଜି ଆସାମରେ ଘଟିଥିବା ଭୂସ୍ଖଳନରେ ପ୍ରାୟ 20 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ମୁଖ୍ୟତଃ ଦକ୍ଷିଣ ଆସାମର ବାରକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଜିଲ୍ଲାରୁ ଆସିଛନ୍ତି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। ମୃତକଙ୍କ ମଧ୍ୟରେ କାଚର ଜିଲ୍ଲାର ୭ ଜଣ, ହିଲକାଣ୍ଡି ଜିଲ୍ଲାର ୭ ଜଣ ଏବଂ କରିମଗଞ୍ଜ ଜିଲ୍ଲାର ୭ ଜଣ ଅଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ଖବରରୁ ପ୍ରକାଶ। ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଚାଲିଛି।

Related Posts

About The Author

Add Comment