ଟ୍ରାକ୍ଟର ଓଲଟି ୬ଗୁରୁତର, ୧୮ଆହତ

Spread the love

ମୋହନା, ୨/୧୧ (ସନ୍ଧାନ ନିଉଜ) : ଗଜପତି ଜିଲା ଡରାବ ନିକଟ ଶଗଡ଼ିଆ ଆମ୍ବଘାଟିରେ ଶନିବାର ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି ଯାହାଫଳରେ ଟ୍ରାକ୍ଟରରେ ଥିବା ୬ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୧୮ଜଣ ଆହତ ହୋଇଛନ୍ତିଫଫ ଜିରାବରୁ କାମ ସାରି ଶ୍ରମିକମାନେ ଟ୍ରାକ୍ଟର ଯୋଗେ ଡରାବ ଫେରିବାବେଳେ ଏହି ଦୁଘ’’ଟଣା ହୋଇଥିଲା ଆହତମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭତ୍ତ’’ି କରାଯାଇଛି

Related Posts

About The Author

Add Comment