ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

Spread the love

ମୁମ୍ବାଇ, ୧୨/୦୧/୨୦୧୯ (ସନ୍ଧାନ ନିଉଜ) : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱ କପ୍‌ ପାଇଁ ଆଜି ଭାରତୀୟ ମହିଳା ଦଳର ଖେଳାଳି ତାଲିକା ଘୋଷଣା କରାଯାଇଛି । ହରମନପ୍ରତୀ କୌର ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି । ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

ଭାରତୀୟ ମହିଳା ଦଳ

ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ହରଲିନ ଦେଓଲ, ଦୀପ୍ତି ଶର୍ମା, ବେଦକୃଷ୍ଣମୂର୍ତ୍ତି, ରୁଚା ଘୋଷ, ତାନିୟା ଭାଟିୟା (ଓ୍ଵିକେଟ୍‌ କିପର), ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକଓ୍ଵାଡ଼, ଶିଖା ପାଣ୍ଡେ, ପୂଜା ବସ୍ତରକର, ଅରୁନ୍ଧତୀ ରେଡ୍ଡୀ ।

Related Posts

About The Author

Add Comment