ଝୁଲନ୍ତା ଅବସ୍ଥାରେ ଯୁବକ ର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର।

Spread the love

ରାଇରଙ୍ଗପୁର, ୦୩/୧୧/୨୦ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ର ମଣ୍ଡାଠାକୁରା ଗ୍ରାମ କୋହ୍ଲ ସାହିର ଗାଁ ପାଖ ବିରସି° ପୋଖରୀ ର ହିଡରେଥିବା ଏକ ଆମଡା ଗଛରୁ ମଙ୍ଗଳବାର ସକାଳେ ପୋଲିସ ଏକ ଝୁଲନ୍ତା ଯୁବକର ମୃତ ଦେହ କୁ ଉଧ୍ୟାର କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଯୋଗ୍ୟ ଯେ କୋହ୍ଲ ସାହିର ସମରା ହାଇବୁ ୩୫ ସମବାର ସନ୍ଧ୍ୟା ରୁ ଘରୁ ବାହାରି ଯାଇ ଆଉ ଫେରିନ ଥିଲା ବୋଲି ତାରସ୍ତ୍ରୀ ଗଣମାଧ୍ୟମ ସୂଚନା ଦେଇଛନ୍ତି । ମଙ୍ଗଳବାର ସକାଳେ ଗ୍ରାମ ର ବୁଧୁରାମ ମାରାଣ୍ଡି ତାଙ୍କ ଘର ଲୋକଙ୍କୁ ଜଣାଇ ଥିଲେ ଏବ°ଘରର ଲୋକେ ଥାନା କୁ ଜଣାଇ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଧ୍ୟାର କରିଥିଲେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା କରାଇବା ପାଇଁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇଛି ।

Related Posts

About The Author

Add Comment