ଝିଅ ସରକାରୀ ଚାକିରୀ କରିବାରୁ ଗ୍ରାମରୁ ତଡା ଖାଇଲେ ପରିବାର

Spread the love

ଭୁବନେଶ୍ୱର, ୨୧/୧୦ (ସନ୍ଧାନ ନିୟୁଜ) ଏଭଳି ଏକ ଅଭାବନୀୟ ଏବଂ ଅନ୍ଦବିଶ୍ୱାସରେ ବଂଚୁଥିବା ଗ୍ରାମର ଚିତ୍ର ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ । ଏଠାରେ ଏଭଳି ବିଶ୍ୱାସରେ ବଂଚୁଥିବା ଗ୍ରାମବି ରହିଛି । ଯେଉଁ ଗ୍ରାମରେ ଝିଅକୁ ଚାକିରୀ କରିବା ମନା । ଏଭଳି ଗ୍ରାମରେ ଓଡିଶାରେ ରହିଛି ତାହା ଅକଳ୍ପନିୟ । ଗୋଟିଏ ପେଟ ନାରୀଙ୍କୁ ସୁରକ୍ଷା ଦେଉଥିବା ଏବଂ ନାରୀ ମାନଙ୍କ ବିକାଶ କରୁଥିବା କହୁଥିବା ରାଜ୍ୟ ସରକାର ନିଜ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲର ହିଞ୍ଜଳିକାଟୁର ବଡଖଣ୍ଡି ଗ୍ରାମକୁ ଦେଖିଲେ ତାହା ସ୍ପଷ୍ଟ ହେଉଛି । ଗ୍ରାମକୁ ମୁଖ୍ୟମନ୍ତ୍ରୀ କିଭଳି ରହିଛନ୍ତି ତାହା ଦେଖନ୍ତୁ । ସରକାରୀ ଚାକିରୁ କରିବାକୁ କେତେକ ମୁଷ୍ଟିମେୟ ଲୋକ ତାଙ୍କୁ ଗ୍ରାମ କମିଟି ନାମରେ ୫ହାଜାର ୫ଶହ ଟଙ୍କା ଫାଇନ କରିଥିବା ବେଳେ ଏହାର ସମାଧାନ ପାଇଁ ଝିଅର ପିତାମାତା ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ପୋଲିସ ଏବଂ ବଡଖଣ୍ଡି ଗ୍ରାମର ଗ୍ରାମବାସୀଙ୍କୁ ଅନୁରୋଧ କରୁଛନ୍ତି ।

Related Posts

About The Author

Add Comment