ଭୁବନେଶ୍ୱର,୨୧/୦୪ (ସନ୍ଧାନ ନିଉଜ): ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ସକାଳୁ ଚାଲିବ। ରାଜ୍ୟ ସରକାର ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ୨୦୨୦ ଏପ୍ରିଲ ୧୦ରୁ ଜୁନ ୧୫ ଯାଏଁ ସକାଳୁଆ ଅଫିସ ଚାଲିବ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ବିନା ଲଞ୍ଚବ୍ରେକରେ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଅଫିସ କାମ ହେବ।
ଜୁନ ୧୫ ପର୍ଯ୍ୟନ୍ତ ସକାଳୁଆ ଅଫିସ
|
April 21, 2020 |