ଚଣ୍ଡିଖୋଲ, ୨୯/୦୪ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ସନ୍ନିକଟ ବାରୁଣାବନ୍ତ ଜଙ୍ଗଲରୁ ଆଜି ଧାନମଣ୍ଡଳ ପାଣ୍ଡି ପକ୍ଷରୁ ଏକ ଗଳିତ ଶବ ଜବତ କରାଯାଇଛି । ଶବଟି ୮ଦିନ ତଳରୁ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେଠାରେ କିପରି ଆସିଲା ତାହାକୁ ନେଇ ସନ୍ଦେହ ଯାତ ହୋଇଛି । ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ତେବେ ଶବଟିର ପରିଚୟ ମିଳିନଥିବା ବେଳେ ଖୁବ ଶ୍ରୀଘ ପୋଲିସ ଏହା ଉପରୁ ପରଦା ଉଠାଇବାକୁ ସାଧରଣରେ ଦାବି ହେଉଛି ।
ଜଙ୍ଗଲରୁ ଯୁବକର ଗଳିତ ଶବ ଉଦ୍ଧାର, ତନାଘନା ଜାରି
|
April 29, 2021 |


