ଗାନ୍ଧୀ ବାଳାଶ୍ରମରେ ଫଳ ବଣ୍ଟନ ଓ ଆଲୋଚନାଚକ୍ର

Spread the love
ଭଦ୍ରକ,  ୧୬/୧୦ (ସନ୍ଧାନ ନିଉଜ) : ମୂଖ୍ୟମନ୍ତ୍ରୀଙ୍କ ଜନ୍ମଜୟନ୍ତି ଅବସରରେ ଗାନ୍ଧି ବାଳାଶ୍ରମ ପରିସରରେ ଏକ ଆଲୋଚନା ଚକ୍ର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଳାଶ୍ରମ ସଂପାଦକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଶିକ୍ଷାର ବିକାଶ କ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ଭୂମିକା’ଶିର୍ଷକ ଅଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ,ସମାଜସେବିକା ରାଜଲକ୍ଷ୍ମୀ ମହାପାତ୍ର,ଆଇନଜିବୀ ଗଦାଧର ବଳ ପ୍ରମୂଖ ଯୋଗ ଦେଇ ବିକାଶକୁ ନେଇ ଭିନ୍ନ ଭିନ୍ନ ମତ୍ତ ରଖିଛନ୍ତି।ଶେଷରେ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି।

Related Posts

About The Author

Add Comment