ଗଣମାଧ୍ୟମ ଅସୁରକ୍ଷିତ ବିଧବା ଅଙ୍ଗନବାଡି କର୍ମୀଙ୍କୁ ନ୍ୟାୟ ଦେବାକୁ ଯାଇ ନିଜେ ହେଲେ ଆକ୍ରୋସର ଶିକାର,

Spread the love

ଗଁଦୀଆ /୨୦/୦୨/ ସନ୍ଧାନ ନିଉଜ/ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କାଶୀପୁର ପଞ୍ଚାୟତରେ ଗଣମାଧ୍ୟମ କୁ ମାଡ ମରାଯିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ସାମ୍ବାଦିକ ଶ୍ରୀଧର ପାତ୍ର ଜଣେ ବିଧବା ଅଙ୍ଗନବାଡି କର୍ମୀଙ୍କୁ ନ୍ୟାୟଦେବା ଲାଗି ନିହଲ ପ୍ରସାଦ ଥାନାକୁ ଯାଇଥିଲେ ।ଥାନାରୁ ଫେରିଲା ବାଟରେ ଭାଳିଆପାଟ (ନୂଆସାହି )ଗ୍ରାମର ବୁଲୁ ପ୍ରଧାନ ପିତା ଗୋବିନ୍ଦ ପ୍ରଧାନ ତାଙ୍କୁ ଅଶୀଳ ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇ ତାଙ୍କ ମଟର ସାଇକେଲ ଟିକୁ ଛଡ଼େଇ ନେଇଯାଇଥିବା ଅଭିଯୋଗ ହୋଇଛି। ଶ୍ରୀଧର ନିହଲ ପ୍ରସାଦ ଥାନାକୁ ଘଟଣା ସ୍ଥଳରୁ ଫୋନ କରିଥିଲେ ଫୋନକଲ ପାଇ ନିହଲ ପ୍ରସାଦ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆସାମିକୁ ଗିରଫ କରି ଥାନାରେ ଅଟକ ରଖି ପଚାର ଉଚାର ଜାରି ରଖିଛି ।

Related Posts

About The Author

Add Comment