ଗଛରେ ପିଟିହେଲା ବାଇକ୍ ଅଳ୍ପକେ ବର୍ତିଲେ ଯୁବକ

Spread the love
ଗଁଦୀଆ/୨୫/୦୨/ସନ୍ଧାନ ନିଉଜ/ ନିଶାଖାଇ ଅନେକ ଦ୍ରୃର୍ଘଟଣା ଘଟୁଥିବାବେଳେ।
ଆଜି ଏକ ଦ୍ରୃର୍ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଢେଙ୍କାନାଳଜିଲ୍ଲାଗଁଦିଆବ୍ଲକ ର ଢେଙ୍କାନାଳରୁ ଚଢେଇଧରା ରାସ୍ତା ପିଗୁଂଆ ପେଟ୍ରୋଲ ପମ୍ପପାଖରେ ଏକମଟର ସାଇକେଲ ଆରୋହି ଗାଡିନଂ (ORo4N8664)ହିରୋହୁଣ୍ଡା ସ୍ପେଣ୍ଡରଗାଡିଟି ରାସ୍ତାପାଶ୍ୱରେ ପଡିଥିଲା ଅନୁସନ୍ଧାନରୁ ଜଣାଯାଇଛି କି ଗାଡିର ଚାଳକ ଅତ୍ୟନ୍ତ ମଦପିଇ ଗାଡିଟିକୁ ରାସ୍ତାତଳକୁ ଖସାଇଦେଇଥିଲା। ବ୍ୟକ୍ତିଜଣକ ସାମାନ୍ୟ ଖ୍ୟତ ହୋଇଥିବାବେଳେ ଅଗ୍ନିଶମ ଵାହିନି ଘଟଣାସ୍ଥଳରେ ପହଞ୍ଚି ଵ୍ୟକ୍ତିଜଣକୁ। ମେଡିକାଲକୁ ପଠାଇଥିଲା ଢେଙ୍କାନାଳ ରୁ ଶ୍ରୀଧର ପାତ୍ରଙ୍କ ରିପୋର୍ଟ ସନ୍ଧାନ ନିଉଜ

Related Posts

About The Author

Add Comment