ଖଣ୍ଡପଡ଼ା  ବିଦ୍ୟୁତ ବିଭାଗର ମାନମୁଖୀ ଶାସନ; ବାରମ୍ବାର ବିଦ୍ୟୁତୁ କାଟ

Spread the love
ଖଣ୍ଡପଡ଼ା , ୨୨/୦୯/୨୦ (ସନ୍ଧାନ ନିଉଜ) ଖଣ୍ଡପଡ଼ା  ବିଦ୍ୟୁତ ବିଭାଗର ମାନମୁଖୀ ଶାସନ ବାରମ୍ବାର ବିଦ୍ୟୁତୁ କାଟ। 2 ଦିନ ଏବଂ ରାତି ମିଶି 30 ଘଣ୍ଟା ବିଦ୍ୟୁତ କାଟ । ସନ୍ଧ୍ୟା 6 ରୁସକାଳ 8 ପର୍ଯ୍ୟନ୍ତବିଦ୍ୟତୁ କାଟ ।,ଅଭିଯୋଗ କଲେଶୁଣୁଛି କିଏ,ବିଭାଗିୟକଣ୍ଟିଲୋଜେଇଙ୍କୁ ଅଭିଯୋଗ କଲେ ବିଭିନ୍ନ ସ୍ଥାନରେ ଖରାପ ହୋଇଛି ବୋଲି କହିଲୋକଙ୍କୁ ହନ୍ତସନ୍ତ କରୁଛନ୍ତି। ଗତ ଦୁଇ ଦିନ ଧରି ବିଭାଗ ର ମାନମୁଖୀ ଶାସନ ସୀମା ଟପିଛି । କରନାରୋଗ ବ୍ୟାପି ଥିବା ଯୋଗୁଲୋକ ଘରୁ ନବାହାରି ଘରେରହୁଥିବା ବେଳେ, ବିଦ୍ୟୁତ କାଟ ଯୋଗୁମଶା ଙ୍କ ଦାଉରୁ ଲୋକ ଘରେଶାନ୍ତିରେରହିପାରୁ ନାହାନ୍ତି,ଏ ପଟେବିଦ୍ୟୁତ କାଟ ଏବଂ ଅନ୍ୟ ପଟେମଶା,ଲୋକରାତିରେସୋଇ ପାରୁ ନାହାଁନ୍ତି,।ଘଟଣା ସମ୍ପର୍କରେ ବାର ମ୍ବାର ଅଭିଯୋଗ ହେଉଛିବିଦ୍ୟୁତ sdoଙ୍କ ନିକଟରେ, ତେବେଶୁଣୁ ନାହାନ୍ତି ଅଧିକାରୀ,।ଅଫିସରେମୋସରକାର ବୋର୍ଡ଼ ମରା ଯାଇଛି,କିନ୍ତୁ ମୋସରକାର ନିୟମା ବଳି କୁ ଖୁଲମ ଖୁଲା ଭାବେଉଲଂଘନ କରୁ ଛନ୍ତି ଅଧିକାରୀ, ଜନ ସାଧାରଣ ହେଉ ଛନ୍ତି ପ୍ରକୃତ ସରକାର ।କିନ୍ତୁ ବିଦ୍ୟୁତ ବିଭାଗ ରେଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟ ରତ ବିଭାଗିୟକର୍ମଚାରି ହେଉ ଛନ୍ତି ପ୍ରକୃତ ସରକାର ବୋଲି ଲୋକକହୁ ଛନ୍ତି,।କାରଣ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ତାଙ୍କ ମନ ହେଲେବିଦ୍ୱତୁ ଦେବେ,,।ନ ହେଲେ,ନାହିଁ,ଖଣ୍ଡପଡ଼ା ବ୍ଲକଅଞ୍ଚଳରେ କାର୍ଯ୍ୟ ରତ ବିଦ୍ୟୁତ ବିଭାଗ ଯନ୍ତ୍ରୀ ହୁଅନ୍ତୁ କିମ୍ବା ଅଧିକାରୀ ହୁଅନ୍ତୁଦୀର୍ଘ ବର୍ଷ ଧରି ବଦଳିନହୋଇ ଗୋଟିଏ ସ୍ଥାନରେ ଗାଦି ମାଡି ବସିଥିବାରୁ ଏଭଳି ବିଦ୍ୟତୁ କାଟ ସମସ୍ୟା ଦେଖା ଯାଉଛି। ଫଳରେବିଦ୍ୟୁତ ସେଵା ରେଅବ୍ୟବସ୍ଥା ଦେଖା ଦେଉଛି,, ଖଣ୍ଡପଡ଼ା ଅଂଚଳଏବଂ କଣ୍ଟିଲୋବିଦ୍ୟୁତ ସେକସନ ରେଥିବାପ୍ରାୟ ପଂଚାୟତ ରଗାଁଗୁଡିକର ଲୋକ ପ୍ରଭାବିତ ହେଉ ଛନ୍ତି ବିଦ୍ୟୁତ କାଟ  ଯୋଗୁ, । ଏହି ଅବ୍ୟବସ୍ଥା ବାର ମ୍ବାର ଦେଖା ଦେବାରୁ ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି,ମନୋରଞ୍ଜନ ବେହେରା ଙ୍କ ନେତୃତ୍ୱ ରେବହୁ ବିଜେଡ଼ି କର୍ମୀ ନୟାଗଡଜିଲା ବିଦ୍ୟୁତନିର୍ବାହୀଯନ୍ତ୍ରୀ ଙ୍କୁ ଦେଖା କରି, ଦାବିପତ୍ର ପ୍ରଦାନ କରିଛନ୍ତି।ତେବେ ଏଥିରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ରବୀବାର ରାତିରେ ଯୁବ ବିଜେଡ଼ି ସଭାପତି ମନୋରଞ୍ଜନ ବେହେରା ଓ ସମରେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡି କର୍ମୀ ଏକାର୍ତିତ ହୋଇ କଣ୍ଟିଲୋ ବିଦ୍ୟତୁ ଅଫିସ ରେ ପହଞ୍ଚିଥିଲେ । ସେଠାରେ କୌଣସି ଅଫିସରଙ୍କର ଦେଖା ନଥିଲା ଥିଲେ କେବଳ 2 ଜଣ ଜଗୁଆଳି।ଦେଖନ୍ତୁ ଏହି ପରିଚାଲିଛି  କଣ୍ଟିଲୋ ସେକସନର ବିଦ୍ୟତୁ ଅଫିସର କାର୍ଯ୍ୟ। ଜେଇ କଣ୍ଟିଲୋ ରେ ରହୁନଥିବା ବେଳେ ଖଣ୍ଡପଡ଼ା SDO ଖଣ୍ଡପଡ଼ା ରେ ନରହି ରହୁଛନ୍ତି ନୟାଗଡ଼ ରେ । କୋଟପୋଖରୀଠାରେଏକ ବିଦ୍ୟୁତ ଷ୍ଟାକଚରନୁତନ ଭାବେ ନିର୍ମାଣ କାର୍ଯ୍ୟ ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଚାଲିଛି,।ଏହା ପଛରେ କରାଯାଉଥିବା ଷ୍ଟକ ଚର, ନିର୍ମାଣ ସାରି ଲୋକ ବିଦ୍ୟୁତ ସେଵା ପାଇଥିବା ବେଳେ, କୋଟ ପୋଖରୀ ବିଦ୍ୟତୁ ଷ୍ଟକ ଚର କଣ ପାଇଁ ବର୍ଷ ବର୍ଷ ଲାଗୁଛି ଏହା ଆଶ୍ଚର୍ଯ୍ୟ ଲାଗୁଛି, ଏହି ଷ୍ଟକ ଚର କାର୍ଯ୍ୟ କ୍ଷମ ହେଲେ,ବିଦ୍ୟତୁ ଉପଭୋକ୍ତା ଆଉ କଣ୍ଟିଲୋ ଉପରେନିର୍ଭର ନକରି, ଖଣ୍ଡପଡ଼ା ଉପରେ ନିର୍ଭର କରି ବିଦ୍ୟତୁ ପାଇପାର ନ୍ତେ,,।।କାରଣ କଣ୍ଟିଲୋ ସେକସନ ବାର ମ୍ବାର ହଇରାଣ କରୁଛନ୍ତି ଲୋକଙ୍କୁ,।ଲୋକ ଅନ୍ଧକାର ରେ ରହୁ ଥିବା ବେଳେଜେଇ SDOଓ ନିର୍ବାହୀଯନ୍ତ୍ରୀ ଙ୍କ ଫୋନ ସୁଇଚ ଅଫ ।  ଅନ୍ୟ ପକ୍ଷେଦେଖୀବାକୁ ଗଲେ ମୋ ସରକାର ବିଦ୍ୟତୁ ବିଭାଗ ରେ,କେତେଦୁରୁ କାର୍ଯ୍ୟ କରୁଛି ତାହା ସ୍ପଷ୍ଟ ପ୍ରମାଣିତ କରୁଛି,।

Related Posts

About The Author

Add Comment