କୋରେଇ ବିଓଙ୍କ ବିରୋଧରେ ୫ କୋଟି ପାଇଁ କାର୍ଯ୍ୟନୁଷ୍ଠାନ

Spread the love

ଯାଜପୁର ସଦର,  ୧୪/୩/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ଜିଲ୍ଲା ର ଶିକ୍ଷା ବିଭାଗରେ ଏପରି ଘଟଣା ଦେଖିବାକୁ ମିଳିଚି କୋରେଇ ବିଓଙ୍କ ବିରୋଧରେ ୫ କୋଟି ଟଙ୍କା ଆତ୍ମସାତ୍ କରିଥିବା କାର‌୍ୟ୍ୟ।ନୁଷ୍ଟାନ ହେବ। ଘଟଣା ଏହି ଜିଲ୍ଲା ରେ ଚହଳ ପକା ପକାଇଛି । ଘଟଣାରୁ ପ୍ରକାଶ ଯେ, କୋରେଇ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟ।ଳୟରେ ୫ କୋଟି ଟଙ୍କା ବି.ଓ ଆତ୍ମସାତ୍ କରିଥିବା ଘଟଣାକୁ ନେଇ କାର‌୍ୟ୍ୟ।ନୁଷ୍ଠାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ,ବି.ଓଙ୍କ ଆତ୍ମସାତ୍ ୫ କୋଟି ଟଙ୍କାର ଦୁର୍ନିତି ହୋଇଥିବା ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ଵର ସାହୁ ଅଡିଟ୍ ରିପୋଟ୍ ଆଧାରରେ କୋରେଇ ବ୍ଳକ୍ ଶିକ୍ଷା ଅଧିକାରିଙ୍କ କାର‌୍ୟ୍ୟାଳୟରେ କାର‌୍ୟ୍ୟରତ ୨ ସହାୟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟକୁ ବଦଳିକରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ସ୍ଵତନ୍ତ୍ର ଅଡିଟ୍ ଆଧାରରେ ବି.ଙ୍କ ବିରୋଧରେ ଚ।ର୍ସିଟ୍ ଦାଖଲ କରାଯାଇ ତୁରନ୍ତ ବଦଳି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁପାରିଶ୍ କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ୨ କିସ୍ତିରେ ୪୦ ଲକ୍ଷ ଟଙ୍କା ସରକାରଙ୍କ ଖାତାରେ ଜମା କରିଥିବା ବେଳେ, ତାଙ୍କ ପେନ୍‌ସନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏପଟେ ଚାର୍ସିଟ୍ ଦାଖଲ କରାଯାଇଥିବା ବେଳେ କ୍ରାରମ୍ ବ୍ରାଞ୍ଚ ପକ୍ଷରୁ ତଦନ୍ତ ମଧ୍ୟ କରାଯ।ଉଛି । ଏମାନଙ୍କ ବିରୋଧରେ ଏନେଇ କୋରେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଏହି ଅ।ଧାରରେ ସେମାନଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରିବାକୁ କୁହାଯାଇଛି । କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀ ବି.ଓଙ୍କ କାର‌୍ୟ୍ୟ।ଳୟରେ ୫ କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସ୍କୁଲ ଗଣଶିକ୍ଷ। ବିଭାଗରୁ ଅଡିଟ ରିପୋଟରୁ ଏହା ଜଣା ପଡିବା ପରେ ସ୍କୁଲ ଗଣଶିକ୍ଷା ବିଭାଗୀୟ ସଚିବ ନେ ତିରୁମାଲା ନାୟକ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହିତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ(ଡି.ଓ) ଏଥିରେ ସମ୍ପୂକ୍ତ ଥିବା ୧୨ ଜଣ ଅଧିକାରୀ କର୍ମଚାରୀଙ୍କ ନାମରେ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୋରେଇ ବ୍ଳକ୍ ର ୧୨ ଜଣ ଙ୍କ ନାମରେ ଏତଲା ହେବାପରେ ଘଟଣା ଗୁରୁତ୍ଵକୁ ଉପଲବ୍ଧ କରି କ୍ରାରମ୍ ବ୍ରାଞ୍ଚ ପକ୍ଷରୁ ବ୍ଲକ୍ ଶିକ୍ଷାଅଧିକାରୀଙ୍କ କାର‌୍ୟ୍ୟାଳୟରେ ତଦନ୍ତ ହୋଇଚି । ୨୦୧୮ ନଭେମ୍ବର,୨୦୨୪ ସେପ୍ଟେମ୍ବର ପର‌୍ୟ୍ୟନ୍ତ ୧୯ ଜଣ ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ନାମର କକ୍ଷକତା କରିଥିବା ଦର୍ଶାୟି ୪୮୦ଥର ୪୯୭୫୫୫୦୧ ଟଙ୍କା ଉଠାଣ କରାଯାଇଛି ବୋଲି ଲିଖିତ ଅଭିଯୋଗ କରାଯାଇଛି। ଏହି ଟଙ୍କା ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଦିପ ମହାନ୍ତି ଆତ୍ମସାତ କରିଥିବା ଅଡିଟିରେ ଜଣାପଡିଛି ଶ୍ରୀ ମହାନ୍ତି ଅବସର ନେବା ପରେ ଠିକା ନିଯୁକ୍ତନେବାପାଇଁଶିକ୍ଷକଙ୍କମାସିକବେତନବିଲ୍‌ପ୍ରସ୍ତୁତକରିଥିଲେ୧୮ଜଣଅବସରପ୍ରାପ୍ତଶିକ୍ଷକଙ୍କଚ।କିରିଥିବାଦର୍ଶାଇସରକାରୀଅର୍ଥ ଆତ୍ମସାତ କରାଯାଇଚି କୋରେଇ ବି.ଓ ଙ୍କ ନାମରେ ମାମଲା ରୁଜୁ କରିବାକୁ ଅଡିଟ ୬ ର ଦର୍ଶାଯାଛି । ଏହା ସହିତ ବ୍ୟାଙ୍କ ଏକାଉଣ୍ଡରେ କାରବାର ହୋଇଛି । ସେ ଏକ।ଉଣ୍ଡ ଧାରୀଙ୍କ ନାମରେ ମାମଲା ହେବାକୁ ବ୍ୟାଙ୍କ ଏକ।ଉଣ୍ଡ କୁ ସିଲ୍ କରିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପେନସନ୍ ବନ୍ଦ କରିବା ଅଡିଟିରେ ଧରା ପଡିବା ଆତ୍ମସାତ ହୋଇଥିବା ଟଙ୍କାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଥିଲ। । ଏହି ଘଟଣାରେ ସମ୍ପୁକ୍ତ ଲୋକ ଏକଉଣ୍ଡ ଯାଞ୍ଚ କରିବା ଭିଜିଲାନ୍ସରେ ଅଭିଯୋଗ କରିବା ସହ ଏହି ଟଙ୍କା ଭରଣ କରିବାକୁ ନେଇ ତୁରନ୍ତ ଏହି ଟଙ୍କାକୁ ଫେରାଇବାକୁ ଦାବି କରାଯାଇଛି ।

Related Posts

About The Author

Add Comment